ବିଗ୍‌ ବସ୍‌ରୁ ବିଦା ହେଲେ ସବ୍ୟସାଚୀ ଶତପଥୀ

ଭୁବନେଶ୍ୱର: ବିଗ୍‌ ବସ୍‌-୧୧ର ପ୍ରାରମ୍ଭ ପଡ଼ୋଶୀ ଥିମ୍‌କୁ ନେଇ ହୋଇଥିଲା। ବିଗ୍‌ ବସ୍‌ ଘରର ସଦସ୍ୟଙ୍କୁ ଘାଇଲା କରିବା ଉଦ୍ଦେଶ୍ୟରେ ପଡ଼ୋଶୀ ମାନଙ୍କୁ ରଖାଯାଇଥିଲା। କିନ୍ତୁ ଶୋରେ ପଡ଼ୋଶୀମାନଙ୍କୁ ପ୍ରଦର୍ଶନ ଦେଖି ଲଗୁଛି ଯେ ଦର୍ଶକମାନେ ସେମାନଙ୍କ ବ୍ୟାଣ୍ଡ ବଜାଇ ଦେଲେଣି। ସେଇଥିପାଇଁ ତ ଜଣେ ପରେ ଜଣେ ପଡୋଶୀ ଶୋ’ରୁ ବିଦା ହେଛନ୍ତି। ରବିବାର (ଗତକାଲି) ଏପିସୋଡ଼ରେ  ଓଡ଼ିଆ ପୁଅ ସବ୍ୟସାଚୀ ଓ ମଜବୀ ଏଲିମିନେଟ୍‌ ହୋଇଛନ୍ତି। ଏହି ଦୁଇ ଜଣ ଶୋ’ରୁ ବାହାରିବେ ବୋଲି […]

Sabyasachi

Sabyasachi

Rakesh Mallick
  • Published: Monday, 13 November 2017
  • Updated: 13 November 2017, 10:27 AM IST

Sports

Latest News

ଭୁବନେଶ୍ୱର: ବିଗ୍‌ ବସ୍‌-୧୧ର ପ୍ରାରମ୍ଭ ପଡ଼ୋଶୀ ଥିମ୍‌କୁ ନେଇ ହୋଇଥିଲା। ବିଗ୍‌ ବସ୍‌ ଘରର ସଦସ୍ୟଙ୍କୁ ଘାଇଲା କରିବା ଉଦ୍ଦେଶ୍ୟରେ ପଡ଼ୋଶୀ ମାନଙ୍କୁ ରଖାଯାଇଥିଲା। କିନ୍ତୁ ଶୋରେ ପଡ଼ୋଶୀମାନଙ୍କୁ ପ୍ରଦର୍ଶନ ଦେଖି ଲଗୁଛି ଯେ ଦର୍ଶକମାନେ ସେମାନଙ୍କ ବ୍ୟାଣ୍ଡ ବଜାଇ ଦେଲେଣି। ସେଇଥିପାଇଁ ତ ଜଣେ ପରେ ଜଣେ ପଡୋଶୀ ଶୋ’ରୁ ବିଦା ହେଛନ୍ତି। ରବିବାର (ଗତକାଲି) ଏପିସୋଡ଼ରେ  ଓଡ଼ିଆ ପୁଅ ସବ୍ୟସାଚୀ ଓ ମଜବୀ ଏଲିମିନେଟ୍‌ ହୋଇଛନ୍ତି।

ଏହି ଦୁଇ ଜଣ ଶୋ’ରୁ ବାହାରିବେ ବୋଲି ପ୍ରାୟ ନିଶ୍ଚିତ ଥିଲା। କାରଣ ପଡ଼ୋଶୀ ଭାବେ ଭଲ ପ୍ରଦର୍ଶନ କରିବା ପାଇଁ ଶୋ’ର ହୋଷ୍ଟ ସଲମାନ୍ ଖାନ୍ ଓ ଶୋ’କୁ ଆସୁଥିବା ଅତିଥିମାନେ ଏ ଦୁଇ ଜଣଙ୍କୁ ବାରମ୍ୱାର ଚେତାବନୀ ଦେଇଥିଲେ। ତଥାପି ଏ ଦୁଇ ଜଣଙ୍କ ପ୍ରଦର୍ଶନରେ କିଛି ଉନ୍ନତି ଘଟି ନଥିଲା। ସେଥିପାଇଁ ଦୁହିଁଙ୍କୁ ଶୋ’ରୁ ବାହାର କରି ଦିଆଯାଇଛି।

ଏହାପୂର୍ବରୁ ଲୁସିଣ୍ଡା ବିଦା ହୋଇଥିଲେ। ଏବେ ବିଗ୍‌ ବସ୍‌ରେ ଲଭ୍‌ ତ୍ୟାଗୀ ହେଇଛନ୍ତି ଏକମାତ୍ର  ପଡ଼ୋଶୀ। ଭଲ ପ୍ରଦର୍ଶନ କରିବା ପାଇଁ ତାଙ୍କୁ ବି ଅନେକ ଥର ଚେତାବନୀ ମିଳିସାରିଛି। ଦେଖିବାକୁ ବାକି ରହିଲା ସେ କେତେ ଦିନ ବିଗ୍‌ ବସ୍‌ ଘରେ ତିଷ୍ଠି ପାରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story