ବଜେଟ୍‌ରେ ସାଗରମାଳା ପ୍ରକଳ୍ପ ପାଇଁ ୪୫୦ କୋଟି ଟଙ୍କା ମଞ୍ଜୁର: ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସ୍ୱାଗତ

ଭୁବନେଶ୍ୱର: ଚଳିତ ବଜେଟ୍‌ରେ ସାଗରମାଳା ପ୍ରକଳ୍ପ ପାଇଁ ୪୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାକୁ ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସ୍ୱାଗତ କରିଛନ୍ତି। ସାଗରମାଳା ଯୋଜନା କାର୍ଯ୍ୟକାରୀ ହେଲେ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ମଜଭୁତ ହୋଇପାରିବ। ଓଡ଼ିଶାରେ ବିଶେଷ କରି ପାରାଦୀପ ବନ୍ଦରରୁ ଧାମରା ବନ୍ଦର ମଧ୍ୟରେ କେନ୍ଦ୍ରାପଡ଼ା ଦେଇ ଉପକୂଳ ପଥ ସୃଷ୍ଟି ହେବ। ପ୍ରାୟ ୫୦ କିଲୋମିଟର ଉପକୂଳ ବିଶିଷ୍ଟ କେନ୍ଦ୍ରାପଡ଼ା ଜିଲ୍ଲାକୁ ସାଗରମାଳା […]

Baijayant Panda

Baijayant Panda

Rakesh Mallick
  • Published: Monday, 29 February 2016
  • Updated: 29 February 2016, 02:55 PM IST

Sports

Latest News

ଭୁବନେଶ୍ୱର: ଚଳିତ ବଜେଟ୍‌ରେ ସାଗରମାଳା ପ୍ରକଳ୍ପ ପାଇଁ ୪୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାକୁ ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସ୍ୱାଗତ କରିଛନ୍ତି। ସାଗରମାଳା ଯୋଜନା କାର୍ଯ୍ୟକାରୀ ହେଲେ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ମଜଭୁତ ହୋଇପାରିବ। ଓଡ଼ିଶାରେ ବିଶେଷ କରି ପାରାଦୀପ ବନ୍ଦରରୁ ଧାମରା ବନ୍ଦର ମଧ୍ୟରେ କେନ୍ଦ୍ରାପଡ଼ା ଦେଇ ଉପକୂଳ ପଥ ସୃଷ୍ଟି ହେବ। ପ୍ରାୟ ୫୦ କିଲୋମିଟର ଉପକୂଳ ବିଶିଷ୍ଟ କେନ୍ଦ୍ରାପଡ଼ା ଜିଲ୍ଲାକୁ ସାଗରମାଳା ଯୋଜନାରେ ଅନ୍ତର୍ଭୁକ୍ତ କରି ଉପକୂଳ ପଥ ନିର୍ମାଣ ପାଇଁ ସାଂସଦ ବୈଜୟନ୍ତ ପଣ୍ଡା ଗତ ଶୀତ ଅଧିବେଶନରେ ଗୃହରେ ଦାବି କରି ଥିଲେ।

ଅନ୍ୟପକ୍ଷରେ ସ୍ୱର୍ଗତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକୀ ପାଇଁ ବଜେଟରେ ୧୦୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ତେଣୁ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ମଧ୍ୟ ବଜେଟ୍‌ରେ ବ୍ୟବସ୍ଥା ହୋଇଥିଲେ ଭଲ ହୋଇଥା’ନ୍ତା ବୋଲି ବୈଜୟନ୍ତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story