୫୭ ତମ ପୋଲିସ୍‌ ସହିଦ ଦିବସ ପାଳିତ

କଟକ: କଟକ ପୋଲିସ୍‌ ମୁଖ୍ୟାଳୟରେ ଆଜି ୫୭ ତମ ପୋଲିସ୍‌ ସହିଦ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୋଲିସ୍‌ ଡିଜି କେ.ବି. ସିଂହ ଯୋଗ ଦେଇ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାରା ଦେଶରେ ବିଭିନ୍ନ ଆରକ୍ଷୀ ବାହିନୀର ୪୭୩ ଜଣ ଯବାନ ବିଭିନ୍ନ ସମୟରେ ସହିଦ ହୋଇଛନ୍ତି ବୋଲି ଡିଜି କହିଥିଲେ। ଏହି ଅବସରରେ ଚିତାକର୍ଷକ ପରେଡ୍‌ ପ୍ରଦର୍ଶନ ସହ ଦେଶାତ୍ମବୋଧ ସଙ୍ଗୀତ ଗାନ କରାଯାଇଥିଲା। ସେହିପରି ଆମ୍ବପୁଆ ରିଜର୍ଭ […]

cuttack

cuttack

Rakesh Mallick
  • Published: Friday, 21 October 2016
  • Updated: 21 October 2016, 12:38 PM IST

Sports

Latest News

କଟକ: କଟକ ପୋଲିସ୍‌ ମୁଖ୍ୟାଳୟରେ ଆଜି ୫୭ ତମ ପୋଲିସ୍‌ ସହିଦ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୋଲିସ୍‌ ଡିଜି କେ.ବି. ସିଂହ ଯୋଗ ଦେଇ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାରା ଦେଶରେ ବିଭିନ୍ନ ଆରକ୍ଷୀ ବାହିନୀର ୪୭୩ ଜଣ ଯବାନ ବିଭିନ୍ନ ସମୟରେ ସହିଦ ହୋଇଛନ୍ତି ବୋଲି ଡିଜି କହିଥିଲେ। ଏହି ଅବସରରେ ଚିତାକର୍ଷକ ପରେଡ୍‌ ପ୍ରଦର୍ଶନ ସହ ଦେଶାତ୍ମବୋଧ ସଙ୍ଗୀତ ଗାନ କରାଯାଇଥିଲା।

ସେହିପରି ଆମ୍ବପୁଆ ରିଜର୍ଭ ପଡ଼ିଆରେ ପୋଲିସ୍‌ ସହିଦ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଅମିତାଭ ଠାକୁର ଯୋଗ ଦେଇଥିଲେ।

ପୁରୀରେ ମଧ୍ୟ ପୋଲିସ୍‌ ସହିଦ ଦିବସ ପାଳନ କରାଯାଇଛି। ଏହି ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story