ସାଲେପୁର ଫାର୍ମାସୀ କଲେଜରୁ ଉଠିଲା ସାଇନ୍‌ ଏ ଡାଏ, ସୋମବାରଠୁ କ୍ଲାସ୍‌

ସାଲେପୁର: କଟକ ଜିଲ୍ଲା ସାଲେପୁର ଫାର୍ମାସୀ କଲେଜରେ ଗତ ୧୪ ତାରିଖରୁ ଲାଗୁ ହୋଇଥିବା ସାଇନ୍‌ ଏ ଡାଏକୁ ଆଜି ଉଠାଇ ଦିଆଯାଇଛି। ଆସନ୍ତା ସୋମବାରଠାରୁ ନିୟମିତ ଭାବେ କ୍ଲାସ୍‌ ହେବ। ଛାତ୍ରଛାତ୍ରୀମାନେ ହଷ୍ଟେଲକୁ ଫେରିବା ସହ ନିୟମିତ କାର୍ଯ୍ୟ କରିପାରିବେ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି। ଆଜି ଅଭିଭାବକ, ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଓ କଲେଜ ପରିଚାଳନା କମିଟି ମଧ୍ୟରେ ବସିଥିବା ଏକ ବୈଠକ ଏହି ନିଷ୍ପତି ନିଆଯାଇଛି। କେଲେଜରୁ ଆଜି ସାଇନ୍ ଏ ଡାଏ ଉଠାଯାଇଥିବା […]

salepur

salepur

Rakesh Mallick
  • Published: Friday, 23 September 2016
  • Updated: 23 September 2016, 11:00 PM IST

Sports

Latest News

ସାଲେପୁର: କଟକ ଜିଲ୍ଲା ସାଲେପୁର ଫାର୍ମାସୀ କଲେଜରେ ଗତ ୧୪ ତାରିଖରୁ ଲାଗୁ ହୋଇଥିବା ସାଇନ୍‌ ଏ ଡାଏକୁ ଆଜି ଉଠାଇ ଦିଆଯାଇଛି। ଆସନ୍ତା ସୋମବାରଠାରୁ ନିୟମିତ ଭାବେ କ୍ଲାସ୍‌ ହେବ। ଛାତ୍ରଛାତ୍ରୀମାନେ ହଷ୍ଟେଲକୁ ଫେରିବା ସହ ନିୟମିତ କାର୍ଯ୍ୟ କରିପାରିବେ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।

ଆଜି ଅଭିଭାବକ, ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଓ କଲେଜ ପରିଚାଳନା କମିଟି ମଧ୍ୟରେ ବସିଥିବା ଏକ ବୈଠକ ଏହି ନିଷ୍ପତି ନିଆଯାଇଛି।

କେଲେଜରୁ ଆଜି ସାଇନ୍ ଏ ଡାଏ ଉଠାଯାଇଥିବା ବେଳେ ଛାତ୍ରଛାତ୍ରୀମାନେ କରିଥିବା ଦାବି ମୁତାବକ ଏକ ଫାଷ୍ଟଏଡ୍ ଚିକିତ୍ସା କେନ୍ଦ୍ର ଖୋଲା ଯାଇଛି। ତେବେ ଆମ୍ବୁଲାନ୍ସ ଦାବି ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ସାଲେପୁର ଫାର୍ମାସୀ କଲେଜ୍‌ର ଅଧ୍ୟକ୍ଷ ଏସ୍‌.କେ କାନୁନ୍‌ଗୋ କହିଛନ୍ତି,“ଆଜିଠାରୁ କଲେଜ୍‌ରୁ ସାଇନ ଏ ଡାଏ ଉଠାଇ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ପ୍ରଥମ ଦାବି ଫାଷ୍ଟଏଡ୍‌ କେନ୍ଦ୍ର ଖୋଲାଯିବାକୁ ଅଭିଭାବକ ମିଟିଂରେ ସ୍ୱୀକୃତି ମିଳିଛି। ଆମେ ଏନେଇ କେନ୍ଦ୍ର ମଧ୍ୟ ଖୋଲି ସାରିଛୁ। ଆମ୍ବୁଲାନ୍ସ ନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ  କରାଯାଇଥିବା ଦାବି ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। କଲେଜର ହେଷ୍ଟେଲ ଗୁଡିକ ଛାତ୍ରଛାତ୍ରୀଙ୍କ ଖୋଲାଯାଇସାରିଛି। ସୋମବାର ଠାରୁ କ୍ଲାସ ଆରମ୍ଭ ହେବ।”

ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ପରେ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ କଲେଜ କର୍ତ୍ତୃପକ୍ଷ ସାଇନ୍ ଏ ଡାଏ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story