ସମ୍ବଲପୁର: ବନ୍ୟଜନ୍ତୁ ଉପଦ୍ରବ ଜନିତ କ୍ଷୟକ୍ଷତି ଭରଣ ଦାବିରେ ବନବିଭାଗ କାର୍ଯ୍ୟାଳୟ ଘେରାଉ

ସମ୍ୱଲପୁର: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀ ଓ ବନ୍ୟଜନ୍ତୁ ଉପଦ୍ରବ ଜନିତ କ୍ଷୟକ୍ଷତି ଭରଣା ଦାବିରେ ପ୍ରଭାବିତ ଲୋକେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ବୁଧବାର ଘେରାଓ କରିଥିଲେ । ହାତୀ ଆକ୍ରମଣରେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ନ ମିଳିବା, ହାତୀ ଓ ବାରହାଙ୍କ ଦ୍ୱାରା ଫସଲ ନଷ୍ଟ ବାବଦ କ୍ଷତିପୂରଣ ନ ମିଳିବାକୁ ନେଇ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ। ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୩ଲକ୍ଷ ପରିବର୍ତ୍ତେ ୫ଲକ୍ଷ ଟଙ୍କ। […]

smb

smb

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 03:17 AM IST

Sports

Latest News

ସମ୍ୱଲପୁର: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀ ଓ ବନ୍ୟଜନ୍ତୁ ଉପଦ୍ରବ ଜନିତ କ୍ଷୟକ୍ଷତି ଭରଣା ଦାବିରେ ପ୍ରଭାବିତ ଲୋକେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ବୁଧବାର ଘେରାଓ କରିଥିଲେ । ହାତୀ ଆକ୍ରମଣରେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ନ ମିଳିବା, ହାତୀ ଓ ବାରହାଙ୍କ ଦ୍ୱାରା ଫସଲ ନଷ୍ଟ ବାବଦ କ୍ଷତିପୂରଣ ନ ମିଳିବାକୁ ନେଇ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ। ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୩ଲକ୍ଷ ପରିବର୍ତ୍ତେ ୫ଲକ୍ଷ ଟଙ୍କ। ଓ ଫସଲହାନୀ ପାଇଁ ଏକର ପିଛା ୧୦ ହଜାର ବଦଳରେ ୨୦ ହଜାର କ୍ଷତିପୂରଣ ଦେବାକୁ ଆନ୍ଦୋଳନକାରୀମାନେ ଦାବି କରିଥିଲେ । ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶିଶିର କୁମାର ଆଚାର୍ଯ୍ୟ ଆନ୍ଦୋଳନକାରୀଙ୍କ ଦାବି ଶୁଣିଥିଲେ । ଶୀଘ୍ର ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନେବାକୁ ଡିଏଫଓଙ୍କୁ ନିର୍ଦ୍ଦେଶ ଦେବେ ବୋଲି ସେ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story