ଜନ୍ମ କରି କେନାଲରେ ଭସାଇଦେଲେ

ସମ୍ବଲପୁର: ସମ୍ବଲପୁରର ଗୋପାଲପାଲ୍ଲୀ ନିକଟ ଏକ କେନାଲରୁ ଆଜି ଏକ ନବଜାତ ଶିଶୁପୁତ୍ରକୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଶିଶୁଟିକୁ ସମ୍ବଲପୁର ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ଏକ ଟୋକେଇରେ ଶିଶୁଟି କେନାଲରେ ଭାସୁଥିବାର କିଛି ସ୍ଥାନୀୟ ଲୋକେ ଦେଖିଥିଲେ।  ସେମାନେ ତୁରନ୍ତ ତାକୁ ଉଦ୍ଧାର କରି ସମ୍ବଲପୁର ସଦର ହସପିଟାଲକୁ ଆଣିଥିଲେ। ଶିଶୁଟିକୁ ଏସଏନ୍‌ସିୟୁରେ ରଖି ଚିକିତ୍ସା କରାଯାଉଛି। ତେବେ କିଏ ଓ କେଉଁ କାରଣରୁ ଶିଶୁପୁତ୍ରଟିକୁ କେନାଲରେ ଭସାଇ ଦେଇଛି ତାହା ଜଣାପଡ଼ିନାହିଁ।

sisu

sisu

Rakesh Mallick
  • Published: Saturday, 08 April 2017
  • Updated: 08 April 2017, 02:44 PM IST

Sports

Latest News

ସମ୍ବଲପୁର: ସମ୍ବଲପୁରର ଗୋପାଲପାଲ୍ଲୀ ନିକଟ ଏକ କେନାଲରୁ ଆଜି ଏକ ନବଜାତ ଶିଶୁପୁତ୍ରକୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଶିଶୁଟିକୁ ସମ୍ବଲପୁର ସଦର ହସପିଟାଲରେ ଭର୍ତ୍ତି କରାଯାଇଛି।

ଏକ ଟୋକେଇରେ ଶିଶୁଟି କେନାଲରେ ଭାସୁଥିବାର କିଛି ସ୍ଥାନୀୟ ଲୋକେ ଦେଖିଥିଲେ।  ସେମାନେ ତୁରନ୍ତ ତାକୁ ଉଦ୍ଧାର କରି ସମ୍ବଲପୁର ସଦର ହସପିଟାଲକୁ ଆଣିଥିଲେ। ଶିଶୁଟିକୁ ଏସଏନ୍‌ସିୟୁରେ ରଖି ଚିକିତ୍ସା କରାଯାଉଛି।

ତେବେ କିଏ ଓ କେଉଁ କାରଣରୁ ଶିଶୁପୁତ୍ରଟିକୁ କେନାଲରେ ଭସାଇ ଦେଇଛି ତାହା ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story