ସମ୍ବଲପୁର, ଦେବଗଡରେ ବନ୍ଦ ଯୋଗୁ ଗମନାଗମନ ଠପ

ସମ୍ବଲପୁର/ଦେବଗଡ: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ କଂଗ୍ରସ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଆନ୍ଦୋଳନ ଯୋଗୁ ସମ୍ବଲପୁରରେ ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ଯୋଗୁ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ବସ ଚଳାଚଳ ବନ୍ଦ ରହିଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଅଇଁଠାପାଲି ଘରୋଇ ବସଷ୍ଟାଣ୍ଡରେ ବସଗୁଡିକ ଅଟକି ରହିଛି । ଜିଲ୍ଲାରେ କୌଣସି ସ୍ଥାନରେ କିଛି ଅପ୍ରିତିକର ଘଟଣା ଘଟିଥିବା ଜଣାପଡିନାହିଁ । […]

smb

smb

Rakesh Mallick
  • Published: Friday, 26 June 2015
  • Updated: 26 June 2015, 08:46 AM IST

Sports

Latest News

ସମ୍ବଲପୁର/ଦେବଗଡ: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ କଂଗ୍ରସ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଆନ୍ଦୋଳନ ଯୋଗୁ ସମ୍ବଲପୁରରେ ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ଯୋଗୁ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ବସ ଚଳାଚଳ ବନ୍ଦ ରହିଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଅଇଁଠାପାଲି ଘରୋଇ ବସଷ୍ଟାଣ୍ଡରେ ବସଗୁଡିକ ଅଟକି ରହିଛି । ଜିଲ୍ଲାରେ କୌଣସି ସ୍ଥାନରେ କିଛି ଅପ୍ରିତିକର ଘଟଣା ଘଟିଥିବା ଜଣାପଡିନାହିଁ । ସେହିପରି ଆନ୍ଦୋଳନକାରୀମାନେ ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନରେ ରେଳରୋକ କରିଥିଲେ । ଫଳରେ ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗଡା ଇଣ୍ଟରସିଟି ଏକ୍ସପ୍ରସ ଅଟକି ରହିଛି । କଂଗ୍ରେସ କର୍ମୀମାନେ ସହରର ଲକ୍ଷ୍ମୀ ଟକିଜ ସମେତ ବିଭିନ୍ନ ଛକରେ ରାସ୍ତାରୋକ କରିଛନ୍ତି ।

ବନ୍ଦର ପ୍ରଭାବ ଦେବଗଡ ସହରରେ ଦେଖିବାକୁ ମିଳିଛି। ଦେବଗଡ ସହର ମଧ୍ୟ ଦେଇ ଯାଇଥିବା ୪୯ ଓ ୨୧୫ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି । ଏହାସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି ।  ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହାତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story