ସମ୍ବଲପୁର: ଲଗାଣ ବର୍ଷାରେ ଭାଙ୍ଗିଲା ଅସ୍ଥାୟୀ ରାସ୍ତା, ଗମନାଗମନ ପ୍ରଭାବିତ

ସମ୍ବଲପୁର/ଝାରସୁଗୁଡା: ସୋମବାର ରାତିରୁ ଲଗାଣ ବର୍ଷା ଯୋଗୁ ସମ୍ୱଲପୁର ସହରରେ ସ୍ଥିତି ବେହାଲ ହୋଇଯାଇଛି । ସହର ତଳି ଅଞ୍ଚଳରେ ବର୍ଷା ପାଣି ପଶିବା ସହ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ହୋଇଥିବା ଅସ୍ଥାୟୀ ରାସ୍ତାଟି ଧୋଇ ଯାଇଛି । ଏଠାରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହି ଅସ୍ଥାୟୀ ରାସ୍ତା ତିଆରି କରାଯାଇଥିଲା । ରାସ୍ଥାଟି ଧୋଇଯିବା ପରେ ଗମନାଗମନ ପ୍ରଭାବିତ ହୋଇଯାଇଛି । ସେହିପରି ସହରର ଗୋପାଲମାଲ, ଅମ୍ୱିରା ନଗର, ଏନ. ଗୁହାଲେନ, ପ୍ରଧାନପଡା […]

rain

rain

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 10:32 AM IST

Sports

Latest News

ସମ୍ବଲପୁର/ଝାରସୁଗୁଡା: ସୋମବାର ରାତିରୁ ଲଗାଣ ବର୍ଷା ଯୋଗୁ ସମ୍ୱଲପୁର ସହରରେ ସ୍ଥିତି ବେହାଲ ହୋଇଯାଇଛି । ସହର ତଳି ଅଞ୍ଚଳରେ ବର୍ଷା ପାଣି ପଶିବା ସହ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ହୋଇଥିବା ଅସ୍ଥାୟୀ ରାସ୍ତାଟି ଧୋଇ ଯାଇଛି । ଏଠାରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହି ଅସ୍ଥାୟୀ ରାସ୍ତା ତିଆରି କରାଯାଇଥିଲା । ରାସ୍ଥାଟି ଧୋଇଯିବା ପରେ ଗମନାଗମନ ପ୍ରଭାବିତ ହୋଇଯାଇଛି । ସେହିପରି ସହରର ଗୋପାଲମାଲ, ଅମ୍ୱିରା ନଗର, ଏନ. ଗୁହାଲେନ, ପ୍ରଧାନପଡା ଓ ଦାନୀପାଲି ସମେତ ସହର ତଳି ଅଞ୍ଚଳର ବିଭିନ୍ନ ରାସ୍ତାରେ ୨ଫୁଟ ଉଚ୍ଚର ପାଣି ଚାଲୁଛି । ଏପରି କି ତଳିଆ ଅଞ୍ଚଳର କେତେକ କୋଠାଘର ଚାରିପଟେ ମଧ୍ୟ ପାଣି ଜମିରହିଛି ।

rain କେତେକ ସ୍ଥାନରେ ପୂର୍ବରୁ ଡ୍ରେନ ସଫ। କରାଯାଇ ରାସ୍ତା କଡରେ ମଇଳା ଜମା କରାଯାଇଥିଲା । ଏବେ ଏହି ମଇଳା ବର୍ଷା ପାଣିରେ ମିଶି ରାସ୍ତାରେ ଲହଡି ଭାଙ୍ଗୁଛି । ଫଳରେ ସ୍ଥାନୀୟ ଲୋକଙ୍କୁ ଯାତାୟାତରେ ସମସ୍ୟା ଉପୁଜୁଛି । ଏସବୁ ଅଞ୍ଚଳରେ ଡ୍ରେନ ଠିକରେ ସଫା ହୋଇ ନ ଥିବା ଅଭିଯୋଗ ହେଉଛି । ଏହାସହ ରାସ୍ତା ନିର୍ମାଣ କାମ ସରି ନ ଥିବା ଓ ଭୁଲ ଶୈଳିରେ ରାସ୍ତା ଓ ଡ୍ରେନ ନିର୍ମାଣ କରାଯାଇଥିବାରୁ ଏପରି ସମସ୍ୟା ଦେଖାଦେଇଛି । ମାତ୍ର କେଇ ଅସରା ବର୍ଷାରେ ସହରର ଅବସ୍ଥା ଏପରି ହୋଇଥିବା ବେଳେ ଆଗକୁ ମୌସୁମୀ ବର୍ଷା ହେଲେ ସ୍ଥିତି କ’ଣ ହେବ ତାହାକୁ ନେଇ ଲୋକେ ଆଶଙ୍କାରେ ଅଛନ୍ତି ।barsha

ସେହିପରି ମଙ୍ଗଳବାର ସକାଳେ ଝାରସୁଗୁଡାରେ ପ୍ରଥମ ମୌସୁମୀ ବର୍ଷା ହୋଇଛି । ଅସହ୍ୟ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଥିବା ଜିଲ୍ଲାବାସୀଙ୍କୁ ପ୍ରଥମ ବର୍ଷା ପରେ ସାମାନ୍ୟ ଆଶ୍ୱସ୍ତ କରିଛି । ବର୍ଷା ସମୟରେ ବହୁ ଲୋକ ରାସ୍ତାକୁ ବାହାରି ଆସି ମଜ୍ଜା ଉଠାଇଥିଲେ । ତେବେ ବର୍ଷା ପରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ଦେଖିବାକୁ ମିଳୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story