ସମ୍ୱଲପୁର: ମହିଳା ମାଓବାଦୀ ଗିରଫ

ସମ୍ୱଲପୁର: ଆଜି ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ପୋଲିସ୍‌କୁ ବଡ଼ ସଫଳତା ମିଳିଛି। ପୁରୁଣା ୱାରେଣ୍ଟ ବଳରେ ମହିଳା ମାଓବାଦୀ ଦୀପ୍ତି ନାଏକଙ୍କୁ ପେଣ୍ଠବାହାଲ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି।

ଗତକାଲି ମଧ୍ୟ ପୋଲିସ୍‌ ଆଉ ଜଣେ ମହିଳା ମାଓବାଦୀଙ୍କୁ ଗିରଫ କରିଥିଲା।