ସମ୍ବଲପୁର ଆଇଆଇଏମର ଓରିଏଣ୍ଟେସନ୍ ସେସନ ଆରମ୍ଭ

ସମ୍ବଲପୁର: ଆଇଆଇଏମ୍ ସମ୍ୱଲପୁରରେ ଛାତ୍ରଛାତ୍ରୀଙ୍କ ଓରିଏଣ୍ଟେସନ ସେସନ ଆରମ୍ଭ ହୋଇଛି। ଏଥିରେ ୪୯ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ଆଇଆଇଏମର କ୍ଲାସ ଆରମ୍ଭ ହେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ସିଲିକନ କର୍ତ୍ତୃପକ୍ଷ କହିଛନ୍ତି। ଫାକଲ୍ଟି ଓ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା ସରିଛି। ଏଠାରେ ନାମ ଲେଖାଇଥିବା ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀ ଗତକାଲି କ୍ୟାମ୍ପସରେ ପହଞ୍ଚିଥିଲେ । ଏଥିସହ ମେଣ୍ଟର ଇନଷ୍ଟିଚ୍ୟୁଟ ଆଇଆଇଏମ ଇନ୍ଦୋରର ପ୍ରଫେସର ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ଆସି ସାରିଛନ୍ତି। […]

samblapur

samblapur

Rakesh Mallick
  • Published: Wednesday, 23 September 2015
  • Updated: 23 September 2015, 10:42 AM IST

Sports

Latest News

iim inaguratedସମ୍ବଲପୁର: ଆଇଆଇଏମ୍ ସମ୍ୱଲପୁରରେ ଛାତ୍ରଛାତ୍ରୀଙ୍କ ଓରିଏଣ୍ଟେସନ ସେସନ ଆରମ୍ଭ ହୋଇଛି। ଏଥିରେ ୪୯ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ଆଇଆଇଏମର କ୍ଲାସ ଆରମ୍ଭ ହେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ସିଲିକନ କର୍ତ୍ତୃପକ୍ଷ କହିଛନ୍ତି। ଫାକଲ୍ଟି ଓ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା ସରିଛି। ଏଠାରେ ନାମ ଲେଖାଇଥିବା ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀ ଗତକାଲି କ୍ୟାମ୍ପସରେ ପହଞ୍ଚିଥିଲେ । ଏଥିସହ ମେଣ୍ଟର ଇନଷ୍ଟିଚ୍ୟୁଟ ଆଇଆଇଏମ ଇନ୍ଦୋରର ପ୍ରଫେସର ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ଆସି ସାରିଛନ୍ତି। ସେପଟେ ପାଠପଢ଼ା ଆରମ୍ଭରେ ବିଳମ୍ୱ ହୋଇଥିବାରୁ ଏହାକୁ ତ୍ୱରାନ୍ୱିତ କରାଯିବ ବୋଲି ଆଇଆଇଏମ୍ ସମ୍ୱଲପୁରର ସଂଯୋଜକ କହିଛନ୍ତି। ଆସନ୍ତାକାଲିଠାରୁ ପାଠପଢ଼ା ଆରମ୍ଭ ହେବ। ବୈଷୟିକ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଦାସବର୍ମା ସମ୍ବଲପୁର ଆଇଆଇଏମକୁ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story