ସମ୍ୱଲପୁର : ଟ୍ରାକ୍ଟର ଧକ୍କାରେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ

ସମ୍ୱଲପୁର : ସମ୍ୱଲପୁରର କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ବାଇପାସ ରାସ୍ତାରେ ଟ୍ରାକ୍ଟର ଦୁର୍ଘଟଣାରେ ବେହେରାମୁଣ୍ଡା ସ୍କୁଲର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ନିଜର ଦୁଇ ସହପାଠୀନିଙ୍କ ସହ ସାଇକେଲରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବାଇପାସ ରାସ୍ତା ନିକଟରେ ପଡିଯିବାରୁ ପଛରୁ ଆସୁଥିବା ଏକ  ଟ୍ରାକ୍ଟର ସାଇକେଲ ଉପରେ ଚଢି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଉକ୍ତ ଛାତ୍ରୀର ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ […]

samblpur

samblpur

Rakesh Mallick
  • Published: Monday, 29 June 2015
  • Updated: 29 June 2015, 04:19 PM IST

Sports

Latest News

ସମ୍ୱଲପୁର : ସମ୍ୱଲପୁରର କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ବାଇପାସ ରାସ୍ତାରେ ଟ୍ରାକ୍ଟର ଦୁର୍ଘଟଣାରେ ବେହେରାମୁଣ୍ଡା ସ୍କୁଲର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ନିଜର ଦୁଇ ସହପାଠୀନିଙ୍କ ସହ ସାଇକେଲରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବାଇପାସ ରାସ୍ତା ନିକଟରେ ପଡିଯିବାରୁ ପଛରୁ ଆସୁଥିବା ଏକ  ଟ୍ରାକ୍ଟର ସାଇକେଲ ଉପରେ ଚଢି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଉକ୍ତ ଛାତ୍ରୀର ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ବୋଲି ସଦର ଥାନା ଏସ.ଡି.ପି.ଓ ଉତ୍କଳ କେଶରୀ ଦାଶ  କହିଛନ୍ତି।sambalpur

    ଏହି ଘଟଣା ପରେ ସ୍ଥାନୀୟ ଲୋକେ ୬ ନମ୍ୱର ଜାତୀୟ ରାଜପଥର ପଞ୍ଚଗୋଛିଆ ନିକଟରେ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭରକୁ ଗିରଫ କରିବା ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story