ସମ୍ୱଲପୁର ଦେହେରୀପାଲି ଚୋରି ଘଟଣା: ଜଣେ ଗିରଫ, ଚୋରି ଟଙ୍କା ଜବତ

ସମ୍ୱଲପୁର:  ସମ୍ୱଲପୁର ଦେହେରୀପାଲି ସ୍ଥିତ ଜଣଙ୍କ  ଘରୁ ଗତ ୫ ତାରିଖରେ ଅଢେଇ ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗରେ ସମ୍ୱଲପୁର ଅଇଁଠାପାଲି ଥାନା ପୋଲିସ ଜଣକୁ ଗିରଫ କରିଛି । ତା ନାଁ ଜୟରଥ ଛୁରିଆ।  ତା ପାଖରୁ ଚୋରି ହୋଇଥିବା ସମସ୍ତ ଟଙ୍କ।  ଜବତ କରାଯାଇଛି । ପୋଲିସ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତର  ଘର ସମ୍ୱଲପୁର ସହର ଉପକଣ୍ଠ ଗୁଣ୍ଡେର ପୁରରେ ।  ଚୋରି ହୋଇଥିବା ଘରେ ସେ […]

airasia

airasia

Rakesh Mallick
  • Published: Monday, 08 June 2015
  • Updated: 08 June 2015, 10:29 AM IST

Sports

Latest News

ସମ୍ୱଲପୁର:  ସମ୍ୱଲପୁର ଦେହେରୀପାଲି ସ୍ଥିତ ଜଣଙ୍କ  ଘରୁ ଗତ ୫ ତାରିଖରେ ଅଢେଇ ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗରେ ସମ୍ୱଲପୁର ଅଇଁଠାପାଲି ଥାନା ପୋଲିସ ଜଣକୁ ଗିରଫ କରିଛି । ତା ନାଁ ଜୟରଥ ଛୁରିଆ।  ତା ପାଖରୁ ଚୋରି ହୋଇଥିବା ସମସ୍ତ ଟଙ୍କ।  ଜବତ କରାଯାଇଛି । ପୋଲିସ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତର  ଘର ସମ୍ୱଲପୁର ସହର ଉପକଣ୍ଠ ଗୁଣ୍ଡେର ପୁରରେ ।  ଚୋରି ହୋଇଥିବା ଘରେ ସେ ପୂର୍ବରୁ ଡ୍ରାଇଭର ଭାବେ କାମ କରୁଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos