କରୋନା ସଂକ୍ରମଣ ଉପରେ ବ୍ରେକ ଲଗାଇବ ‘ସମ୍ପର୍କ ବୈଠକ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାରେ କରୋନା ଗ୍ରାଫ ଦିନକୁ ଦିନ ଉପର ମୁହାଁ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ବି ସ୍ଥିତି ଅସମ୍ଭାଳ। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହୁ ହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣ ଉପରେ ବ୍ରେକ ଲଗାଇବାକୁ ଆଜିଠାରୁ ଆରମ୍ଭ ହେଉଛି ସମ୍ପର୍କ ବୈଠକ । ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି  କରୋନା ନିୟନ୍ତ୍ରଣ ଏବଂ ମୁକାବିଲା ନେଇ […]

corona-22

corona-22

Niharika Rout
  • Published: Monday, 07 September 2020
  • Updated: 07 September 2020, 09:22 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାରେ କରୋନା ଗ୍ରାଫ ଦିନକୁ ଦିନ ଉପର ମୁହାଁ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ବି ସ୍ଥିତି ଅସମ୍ଭାଳ। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହୁ ହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣ ଉପରେ ବ୍ରେକ ଲଗାଇବାକୁ ଆଜିଠାରୁ ଆରମ୍ଭ ହେଉଛି ସମ୍ପର୍କ ବୈଠକ ।

ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି  କରୋନା ନିୟନ୍ତ୍ରଣ ଏବଂ ମୁକାବିଲା ନେଇ ଜନତାଙ୍କ କଣ ଦାୟିତ୍ୱ ରହିଛି ଏ ନେଇ ସୂଚନା ଦିଆଯିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି ।

ଏଥିଲାଗି ସହରକୁ ୩ଟି ଜୋନରେ ବିଭକ୍ତ କରାଯାଇଛି। ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିମ ଏବଂ ଉତ୍ତର ଏଭଳି ୩ଟି ଜୋନ କରାଯାଇ ବୈଠକ କରାଯିବ । ଏହି ବୈଠକରେ ସରକାରଙ୍କ ବରିଷ୍ଠ ଅଧିକାରୀ ଯୋଗ ଦେଇ ସାଧାରଣ ଜନତାଙ୍କ ସହ ଆଲୋଚନା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos