ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ମାନସଙ୍କ ସ୍ୟାଣ୍ଡ ଆନିମେସନ ଭିଡିଓ

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ମହାପ୍ରଭୁଙ୍କର ରଥଯାତ୍ରା। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଭିଡିଓରେ ସେ ନିଆରା ଢଙ୍ଗରେ ରଥଯାତ୍ରାକୁ ଉପସ୍ଥାପନ କରିଛନ୍ତି। ଦେବତାମାନେ କିଭଳି ମହାପ୍ରଭୁଙ୍କ ରଥଯାତ୍ରା କରୁଛନ୍ତି ତାହା ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଦେଖାଇଛନ୍ତି ମାନସ। ରଥ ନିର୍ମାଣ ପାଇଁ ଦେବତାମାନେ ସ୍ୱର୍ଗରେ ପକ୍ଷୀରାଜ ଅଶ୍ୱକୁ ଚୟନ କରିଛନ୍ତି। ସେହି ପକ୍ଷୀରାଜ ଅଶ୍ୱ ପ୍ରଭୁଙ୍କ ଦିବ୍ୟ ରଥ ପ୍ରସ୍ତୁତ କରିଛନ୍ତି। ଏହାପରେ ରଥ […]

sand-arts

sand-arts

Manoranjan Sial
  • Published: Wednesday, 03 July 2019
  • Updated: 03 July 2019, 06:13 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ମହାପ୍ରଭୁଙ୍କର ରଥଯାତ୍ରା। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଭିଡିଓରେ ସେ ନିଆରା ଢଙ୍ଗରେ ରଥଯାତ୍ରାକୁ ଉପସ୍ଥାପନ କରିଛନ୍ତି। ଦେବତାମାନେ କିଭଳି ମହାପ୍ରଭୁଙ୍କ ରଥଯାତ୍ରା କରୁଛନ୍ତି ତାହା ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଦେଖାଇଛନ୍ତି ମାନସ।

ରଥ ନିର୍ମାଣ ପାଇଁ ଦେବତାମାନେ ସ୍ୱର୍ଗରେ ପକ୍ଷୀରାଜ ଅଶ୍ୱକୁ ଚୟନ କରିଛନ୍ତି। ସେହି ପକ୍ଷୀରାଜ ଅଶ୍ୱ ପ୍ରଭୁଙ୍କ ଦିବ୍ୟ ରଥ ପ୍ରସ୍ତୁତ କରିଛନ୍ତି। ଏହାପରେ ରଥ ଧରାପୃଷ୍ଠକୁ ଅବତରଣ କରି ମହାପ୍ରଭୁଙ୍କୁ ଚାହିଁ ବସିଛନ୍ତି। କେତେବେଳେ ମହାପ୍ରଭୁ ରଥାରୁଢ ହେବେ, ସେହି ସମୟରେ ଦେବତାମାନେ ପୁଷ୍ପବୃଷ୍ଟି କରିବା ପାଇଁ ଅପେକ୍ଷା କରିଛନ୍ତି। ଏହା ଆନିମେସନ ମାଧ୍ୟମରେ ମାନସ ଦେଖାଇବାକୁ ଚେଷ୍ଟା କରିଛନ୍ତି।

ଆନିମେସନ ମାଧ୍ୟମରେ କାଳିଆ ଠାକୁର ରଥାରୁଢ ହୋଇ ସାରା ବିଶ୍ୱ ଭ୍ରମଣ କରି ଜୀବ ଜଗତର ଦୁଃଖ ଦୂର କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରୁଥିବା ଦେଖାଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story