ବଲାଙ୍ଗିରରେ ସଙ୍ଗୀତା ଓ ଢେଙ୍କାନାଳରେ ରୁଦ୍ର ଆଗରେ ଚାଲିଛନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ସାରା ଦେଶରେ ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପି ଆଗୁଆ ରହିଛି। ଓଡ଼ିଶାରେ ମଧ୍ୟ ପ୍ରାରମ୍ଭରୁ ବିଜେପି ଆଗରେ ଚାଲିଛି। ଏଠାରେ ଥିବା ୨୧ଟି ଲୋକସଭା ଆସନରୁ ୨ଟି ଆସନରେ ଦଳ ଆଗରେ ଚାଲିଛି। ବଲାଙ୍ଗିର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗରେ ଚାଲିଛନ୍ତି। ସେହିପରି ଢେଙ୍କାନାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆଗରେ ଚାଲିଛନ୍ତି। ବୀରମହାରାଜପୁର ବିଧାନସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ […]

bjp

bjp

Tapaswini Nayak
  • Published: Thursday, 23 May 2019
  • Updated: 23 May 2019, 09:05 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ସାରା ଦେଶରେ ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପି ଆଗୁଆ ରହିଛି। ଓଡ଼ିଶାରେ ମଧ୍ୟ ପ୍ରାରମ୍ଭରୁ ବିଜେପି ଆଗରେ ଚାଲିଛି। ଏଠାରେ ଥିବା ୨୧ଟି ଲୋକସଭା ଆସନରୁ ୨ଟି ଆସନରେ ଦଳ ଆଗରେ ଚାଲିଛି। ବଲାଙ୍ଗିର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗରେ ଚାଲିଛନ୍ତି। ସେହିପରି ଢେଙ୍କାନାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆଗରେ ଚାଲିଛନ୍ତି।

ବୀରମହାରାଜପୁର ବିଧାନସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଳା ଆଗରେ ଚାଲିଛନ୍ତି।

ସେହିପରି ସାରା ଦେଶରେ ୫୪୨ଟି ଲୋକସଭା ଆସନରୁ ୩୨୦ଟିରେ ୧୯୬ଟି ଆସନରେ ବିଜେପି ଓ ଏହାର ମେଣ୍ଟ ଦଳ ଆଗରେ ଚାଲିଥିବା ବେଳେ କଂଗ୍ରେସ ଓ ଏହାର ମେଣ୍ଟ ଦଳ ୬୩ଟି ଆସନରେ ଆଗୁଆ ଚାଲିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story