ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣାରେ ୩ ଜଣ ଗିରଫ

ବ୍ରହ୍ମପୁର: ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ଘଟଣାରେ ତିନିଜଣଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି। ସେମାନଙ୍କ ନାଁ ଅରୁଣ କୁମାର ନାୟକ, ଏମ୍ ହାଡୁ ରେଡ୍ଡି ଏବଂ କାଳିଆ ରାଉଳ। ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଗଞ୍ଜାମ ଜିଲ୍ଲା ଛତ୍ରପୁର କଲେଜ୍ ଛକ ନିକଟରେ ସୋମବାର ଅଣ୍ଡା ମାଡ଼ ହୋଇଥିଲା। ମନ୍ତ୍ରୀ ଦାସବର୍ମା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଛତ୍ରପୁର କଲେଜ ନିକଟରେ ଗାଡ଼ି ଉପରକୁ ଅଣ୍ଡାମାଡ ହୋଇଥିଲା। […]

s

s

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 08:25 AM IST

Sports

Latest News

ବ୍ରହ୍ମପୁର: ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ଘଟଣାରେ ତିନିଜଣଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି। ସେମାନଙ୍କ ନାଁ ଅରୁଣ କୁମାର ନାୟକ, ଏମ୍ ହାଡୁ ରେଡ୍ଡି ଏବଂ କାଳିଆ ରାଉଳ।

ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଗଞ୍ଜାମ ଜିଲ୍ଲା ଛତ୍ରପୁର କଲେଜ୍ ଛକ ନିକଟରେ ସୋମବାର ଅଣ୍ଡା ମାଡ଼ ହୋଇଥିଲା। ମନ୍ତ୍ରୀ ଦାସବର୍ମା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଛତ୍ରପୁର କଲେଜ ନିକଟରେ ଗାଡ଼ି ଉପରକୁ ଅଣ୍ଡାମାଡ ହୋଇଥିଲା। ଛାତ୍ର କଂଗ୍ରେସ ଏହି ଅଣ୍ଡାମାଡ କରିଥିବା ଦାବି କରିଥିବା ବେଳେ ଜଣେ ପୂର୍ବତନ ବିଧାୟକଙ୍କ ଇସାରାରେ ଏହି ଅଣ୍ଡାମାଡ଼ କରାଯାଇଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି। ରବିବାର ମଧ୍ୟ ସେ ପୁରୀ ଯାଇଥିବା ବେଳେ ଛାତ୍ର କଂଗ୍ରେସ ତରଫରୁ ମଧ୍ୟ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ଼ କରାଯାଇଥିଲା।

ଅଣ୍ଡା ମାଡ଼ ଘଟଣା ନେଇ କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ କହିଛନ୍ତି, ଅଣ୍ଡାମାଡ଼ ପରି ଘଟଣା କଂଗ୍ରେସର ଦଳୀୟ ସଂସ୍କୃତି ନ ଥିଲା, ଏବେ ବି ନାହିଁ। ଅଣ୍ଡା ମାଡ଼ କରିବା ପାଇଁ କଂଗ୍ରେସ କୌଣସି ନିଷ୍ପତ୍ତି ନେଇ ନ ଥିଲା ବୋଲି ସେ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story