ପୁଲିସ ଚୁପ୍‌ ! ଚର୍ଚ୍ଚାରେ ସଂଜୟଙ୍କ ମନ୍ତବ୍ୟ

ଭୁବନଶ୍ୱର (ଓଡ଼ିଶା ରିପୋର୍ଟର): କୋଷାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ପ୍ରସଙ୍ଗରେ ବିଜେଡି ନେତା ସଂଜୟ ଦାସବର୍ମା ମନ୍ତବ୍ୟ ଆଣିଛି ନୂଆ ଟ୍ୱିଷ୍ଟ। ଘଟଣାଟି ଆଦୌ ସତ୍ୟ ଉପରେ ‌ଆଧାରିତ ନଥିବା କହିଛନ୍ତି ବିଜେଡି ନେତା ସଂଜୟ ଦାସବର୍ମା। ଏହାସହ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ସମାଲୋଚନା କରିଛନ୍ତି ସଞ୍ଜୟ। ସେ କହିଛନ୍ତି ଯେ, ପୂର୍ବତନ ସାଂସଦଙ୍କ ଆଚରଣ ନବରଙ୍ଗପୁରବାସୀ ବିଚାର କରିବେ। କିନ୍ତୁ ଯେଉଁ ଘଟଣାକୁ ନେଇ ସେ ଆନ୍ଦୋଳନକୁ ଓହ୍ଲାଇଥିଲେ, ତାହା ଆଦୌ […]

sanjaypppp

sanjaypppp

Tapaswini Nayak
  • Published: Friday, 27 December 2019
  • Updated: 27 December 2019, 05:56 PM IST

Sports

Latest News

ଭୁବନଶ୍ୱର (ଓଡ଼ିଶା ରିପୋର୍ଟର): କୋଷାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ପ୍ରସଙ୍ଗରେ ବିଜେଡି ନେତା ସଂଜୟ ଦାସବର୍ମା ମନ୍ତବ୍ୟ ଆଣିଛି ନୂଆ ଟ୍ୱିଷ୍ଟ। ଘଟଣାଟି ଆଦୌ ସତ୍ୟ ଉପରେ ‌ଆଧାରିତ ନଥିବା କହିଛନ୍ତି ବିଜେଡି ନେତା ସଂଜୟ ଦାସବର୍ମା। ଏହାସହ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ସମାଲୋଚନା କରିଛନ୍ତି ସଞ୍ଜୟ। ସେ କହିଛନ୍ତି ଯେ, ପୂର୍ବତନ ସାଂସଦଙ୍କ ଆଚରଣ ନବରଙ୍ଗପୁରବାସୀ ବିଚାର କରିବେ। କିନ୍ତୁ ଯେଉଁ ଘଟଣାକୁ ନେଇ ସେ ଆନ୍ଦୋଳନକୁ ଓହ୍ଲାଇଥିଲେ, ତାହା ଆଦୌ ସତ୍ୟ ଉପରେ ଆଧାରିତ ନୁହେଁ। ଘଟଣାକୁ ନେଇ ପୁଲିସ ଚୁପ୍ ଥିବା ବେଳେ ସଂଜୟଙ୍କ ଉକ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଗତକାଲି ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଦୋଷୀକୁ ଶୀଘ୍ର ଗିରଫ ଦାବି ସହ ଘଟଣାରେ ପୁଲିସ୍‌ର ନିଷ୍କ୍ରିୟତା ପ୍ରତିବାଦରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଡ଼ାକରାରେ ଜିଲ୍ଲା କଂଗ୍ରେସ ତରଫରୁ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଇଥିଲା।  ଏହି ସମୟରେ ପ୍ରଦୀପ ମାଝୀ ନିଜ କର୍ମୀମାନଙ୍କୁ ଫୋନ୍ କରି “ପେଟ୍ରୋଲ ଡିଜେଲ ରେଡି ରଖ, କହିଲେ ଜାଳିବ” ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ଗତ ୧୪ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅଞ୍ଚଳରେ ବିଲ ମଝିରୁ ୧୬ ବର୍ଷୀୟ ଝିଅର ମୃତଦେହ ଉଦ୍ଧାର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story