ସରକାରଙ୍କ ପିଆଜ ଚିନ୍ତା, ରାଜ୍ୟରେ ଆରମ୍ଭ ହେବ ପିଆଜ ମିଶନ

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ବୃଦ୍ଧି ସରକାରଙ୍କ ଚିନ୍ତାର କାରଣ ହୋଇଛି। ବଢି ଚାଲିଥିବା ପିଆଜ ଦରକୁ ନିୟନ୍ତ୍ରଣ ଲାଗି ସରକାର ପଦକ୍ଷେପ ନେଉଛନ୍ତି ବୋଲି ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି । ରାଜ୍ୟରେ ଆଳୁ ମିଶନ ଭଳି ପିଆଜ ମିଶନ ମଧ୍ୟ ଆରମ୍ଭ ହେବ ବୋଲି ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ରାଜ୍ୟରେ ପିଆଜ ଚାଷୀଙ୍କୁ ଋଣ ଓ ବିହନ ଯୋଗାଇ ଦିଆଯିବ । ରାଜ୍ୟବାସୀଙ୍କ ପାଇଁ ବାର୍ଷିକ ୨ଲକ୍ଷ ୯୭ହଜାର […]

onion

onion

Rakesh Mallick
  • Published: Monday, 03 August 2015
  • Updated: 03 August 2015, 09:48 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ବୃଦ୍ଧି ସରକାରଙ୍କ ଚିନ୍ତାର କାରଣ ହୋଇଛି। ବଢି ଚାଲିଥିବା ପିଆଜ ଦରକୁ ନିୟନ୍ତ୍ରଣ ଲାଗି ସରକାର ପଦକ୍ଷେପ ନେଉଛନ୍ତି ବୋଲି ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି । ରାଜ୍ୟରେ ଆଳୁ ମିଶନ ଭଳି ପିଆଜ ମିଶନ ମଧ୍ୟ ଆରମ୍ଭ ହେବ ବୋଲି ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ରାଜ୍ୟରେ ପିଆଜ ଚାଷୀଙ୍କୁ ଋଣ ଓ ବିହନ ଯୋଗାଇ ଦିଆଯିବ । ରାଜ୍ୟବାସୀଙ୍କ ପାଇଁ ବାର୍ଷିକ ୨ଲକ୍ଷ ୯୭ହଜାର ମାଟ୍ରିକ ଟନ ପିଆଜର ଆବଶ୍ୟକତା ରହିଛି । ରାଜ୍ୟରେ ବାର୍ଷିକ ୩ଲକ୍ଷ ୯୫ହଜାର ମାଟ୍ରିକ ଟନ ପିଆଜ ଉତ୍ପାଦନ ହେଉଛି । ତେବେ ଆବଶ୍ୟକ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଅଧିକ ଉତ୍ପାଦନ ହେଉଥିଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଚାଷୀ ରାଜ୍ୟ ବାହାରକୁ ବିକ୍ରି କରିଦେଛନ୍ତି । ଯାହାଫଳରେ ପିଆଜ ନିଅଣ୍ଟ ଦେଖାଦେଉଛି । ଏହାକୁ ଦୃଷ୍ଟିରେ ରଖି ପିଆଜ ସଂରକ୍ଷଣ ଲାଗି ରାଜ୍ୟରେ ୩୦୦ ଶୀତଳ ଭଣ୍ଡାର କରାଯିବ ବୋଲି କୃଷିମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, କିଛିବର୍ଷ ହେବ ରାଜ୍ୟରେ ଆଳୁ ଓ ପିଆଜ ଦର ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟବାସୀଙ୍କ ଚାହିଦା ମେଣ୍ଟାଇବାକୁ ପଶ୍ଚିମବଙ୍ଗରୁ ରାଜ୍ୟ ସରକାର ଆଳୁ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରୁ ପିଆଜ ଆମଦାନୀ କରିଥାନ୍ତି । ତେବେ ଆମଦାନୀ ଜନିତ ସମସ୍ୟା ଓ ପଶ୍ଚିମବଙ୍ଗ ସରକାରଙ୍କ ମନମାନି ଯୋଗୁ ଗତ କିଛିବର୍ଷ ହେବ ରାଜ୍ୟରେ ଅହେତୁକ ଭାବେ ପିଆଜ ଓ ଆଳୁ ଦର ବୃଦ୍ଧି ପାଇବାରେ ଲାଗିଛି । ବର୍ଷର ୪ରୁ ୫ ମାସ ଏହି ଦୁଇ ଅତ୍ୟାବଶ୍ୟକ ସାମଗ୍ରୀର ଦର କେଜି ପ୍ରତି ୬୦ରୁ ଟଙ୍କାରୁ ଅଧିକ ରହୁଛି । ସ୍ଥିତି ଏପରି ହେଉଛି ଯେ, ରାଜ୍ୟ ସରକାରଙ୍କୁ ଡିଲରମାନଙ୍କ ଦ୍ୱାରା ରାଜ୍ୟବାସୀଙ୍କୁ ସରକାର ପିଆଜ ଓ ଆଳୁ ସୁଲଭ ମୂଲ୍ୟରେ ଯୋଗାଇ ଦେଉଛନ୍ତି । ବାରମ୍ବାର ଏହି ଦୁଇ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ସରକାରଙ୍କୁ ମଧ୍ୟ ନାକେଦମ ହେବାକୁ ପଡୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story