ସାରଥି ବିବାଦ: ଆଶ୍ରମର ମୂଲ୍ୟ ସାଢେ଼ ୪ କୋଟି ଟଙ୍କ।

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ସାରଥି ଆଶ୍ରମର ମୂଲ୍ୟ ପ୍ରାୟ ସାଢେ଼ ୪ କୋଟି ଟଙ୍କ।। କେବଳ ମୁଖ୍ୟ ବିଲଡିଂର ମୂଲ୍ୟ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କ।। ଆଶ୍ରମର ମାପଚୁପ ଓ ଯାଞ୍ଚ ପରେ କ୍ରାଇମବ୍ରାଞ୍ଚକୁ ଏହି ରିପୋର୍ଟ ଦେଇଛି ପୂର୍ତ୍ତ ବିଭାଗ। ଗିରଫ ହୋଇ ଜେଲରେ ଥିବା ବିବାଦୀୟ ସାରଥି ଯେଉଁ ଦୁଇଟି ପେଣ୍ଡାଲରେ ବସି ପ୍ରବଚନ ଦେଉଥିଲେ ତାହାର ମୂଲ୍ୟ ୪୨ଲକ୍ଷ ୨୫ହଜାର ୪୦୩ ଟଙ୍କ।। ଏହାସହ ମେନ ବିଲଡିଂର ମୂଲ୍ୟ ୧କୋଟି […]

sarathi

sarathi

Rakesh Mallick
  • Published: Thursday, 20 August 2015
  • , Updated: 20 August 2015, 01:57 PM IST

sarathi-300x235କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ସାରଥି ଆଶ୍ରମର ମୂଲ୍ୟ ପ୍ରାୟ ସାଢେ଼ ୪ କୋଟି ଟଙ୍କ।। କେବଳ ମୁଖ୍ୟ ବିଲଡିଂର ମୂଲ୍ୟ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କ।। ଆଶ୍ରମର ମାପଚୁପ ଓ ଯାଞ୍ଚ ପରେ କ୍ରାଇମବ୍ରାଞ୍ଚକୁ ଏହି ରିପୋର୍ଟ ଦେଇଛି ପୂର୍ତ୍ତ ବିଭାଗ। ଗିରଫ ହୋଇ ଜେଲରେ ଥିବା ବିବାଦୀୟ ସାରଥି ଯେଉଁ ଦୁଇଟି ପେଣ୍ଡାଲରେ ବସି ପ୍ରବଚନ ଦେଉଥିଲେ ତାହାର ମୂଲ୍ୟ ୪୨ଲକ୍ଷ ୨୫ହଜାର ୪୦୩ ଟଙ୍କ।। ଏହାସହ ମେନ ବିଲଡିଂର ମୂଲ୍ୟ ୧କୋଟି ୧୮ଲକ୍ଷ ୧୮ହଜାର ୪୭୧ ଟଙ୍କ। ବୋଲି ପୂର୍ତ୍ତ ବିଭାଗ କଷ୍ଟ ଏଷ୍ଟିମେଟ୍ ରିପୋର୍ଟ ଦେଇଛି। ଲାଇବ୍ରେ ବିଲଡିଂ ପାଇଁ ଖର୍ଚ୍ଚ ହୋଇଛି ୬୯ଲକ୍ଷ ୨୫ହଜାର ୬୭୦ ଟଙ୍କ।। ପାର୍କିଂ ଓ କୋର୍ଟୟାର୍ଡର ମୂଲ୍ୟ ପ୍ରାୟ ୭୯ ଲକ୍ଷ ୭୧ ହଜାର ୩୦ ଟଙ୍କା ବୋଲି ଜଣାପଡିଛି।

Related story