ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀ ସ୍ଥାନାନ୍ତର ପ୍ରସଙ୍ଗକୁ ବିରୋଧ: ଏମକେସିଜି ଓ ଭିଏସଏସ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି

ବ୍ରହ୍ମପୁର/ବୁର୍ଲା: ଥମୁନି ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତରକୁ ବିରୋଧ। ଏନେଇ ବ୍ରହ୍ମପୁରର ଏମକେସିଜି ଓ ବୁର୍ଲାର ଭିଏସଏସ୍ ମେଡିକାଲ୍ କଲେଜରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି।  ସୋମବାର ମଧ୍ୟ ଏମକେସିଜି ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। କଲେଜ ଆଗରେ ଛାତ୍ରଛାତ୍ରୀମାନେ ଶନ୍ତିପୂର୍ଣ୍ଣ ଭାବେ ଧାରଣ ଦେଇଛନ୍ତି। କଲେଜରେ ବର୍ତ୍ତମାନ ପରୀକ୍ଷା ଚାଲିଛି। ତେବେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିବାରୁ ଏଥିରେ କୌଣସି ବାଧା ସୃଷ୍ଟି ହେଉ ନ ଥିବା ଛାତ୍ରଛାତ୍ରୀମାନେ କହିଛନ୍ତି। ଏହାସହ ରୋଗୀ ସେବା ମଧ୍ୟ […]

mkcg

mkcg

Rakesh Mallick
  • Published: Monday, 07 December 2015
  • Updated: 07 December 2015, 08:46 AM IST

Sports

Latest News

ବ୍ରହ୍ମପୁର/ବୁର୍ଲା: ଥମୁନି ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତରକୁ ବିରୋଧ। ଏନେଇ ବ୍ରହ୍ମପୁରର ଏମକେସିଜି ଓ ବୁର୍ଲାର ଭିଏସଏସ୍ ମେଡିକାଲ୍ କଲେଜରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି।  ସୋମବାର ମଧ୍ୟ ଏମକେସିଜି ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। କଲେଜ ଆଗରେ ଛାତ୍ରଛାତ୍ରୀମାନେ ଶନ୍ତିପୂର୍ଣ୍ଣ ଭାବେ ଧାରଣ ଦେଇଛନ୍ତି। କଲେଜରେ ବର୍ତ୍ତମାନ ପରୀକ୍ଷା ଚାଲିଛି। ତେବେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିବାରୁ ଏଥିରେ କୌଣସି ବାଧା ସୃଷ୍ଟି ହେଉ ନ ଥିବା ଛାତ୍ରଛାତ୍ରୀମାନେ କହିଛନ୍ତି। ଏହାସହ ରୋଗୀ ସେବା ମଧ୍ୟ ସ୍ୱାଭାବିକ ରହିଛି।

ଅନ୍ୟପକ୍ଷରେ ଏହି ଘଟଣାରେ ବୁର୍ଲା ଭିଏସ୍ଏସ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ଧାରଣା ଜାରି ରହିଛି। ଗତ ୨୩ ତରିଖରୁ ଛାତ୍ରଛାତ୍ରୀମାନେ କ୍ଲାସ୍ ବର୍ଜନ କରିବା ସହ କଲେଜ ଆଗରେ ଧାରଣାରେ ବସିଛନ୍ତି। ନିକଟରେ ଆନ୍ଦୋଳନରତ ବୁର୍ଲା ଭିଏସ୍ଏସ୍ ମେଡିକାଲ୍ କଲେଜର ଛାତ୍ରଛାତ୍ରୀମାନେ ସମ୍ୱଲପୁରରେ ରାଲି କରିଥିଲେ। ପରେ ଉତ୍ତରାଞ୍ଚଳ ଆରଡିସିଙ୍କ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ବର୍ତ୍ତମାନ ସେଠାରେ ଛାତ୍ର ଛାତ୍ରୀଙ୍କ ପଢିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ରହିଛି ଓ  ୩୨ ପ୍ରତିଶତ ଅଧ୍ୟାପକ ପଦବୀ ଫାଙ୍କା ପଡିଛି।  ସେହି କାରଣରୁ ଏମସିଆଇ ଆଉ ଅଧିକ ସିଟ ବୃଦ୍ଧି କରୁ ନାହିଁ। ଏଭଳି ପରିସ୍ଥିରେ କେଉଁ ଆଧାରରେ ଅଧିକ ସଂଖ୍ୟକ ପିଲା ଏଠାରେ ପଢିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story