ସାମାଜିକ ଦୂରତାକୁ ଫୁ’ କରି ବାହାହେଲେ ସରପଞ୍ଚ, ବିଧାୟକ ବି ମାନିଲେନି

ନୟାଗଡ଼ (ଆର୍ତ୍ତତ୍ରାର ପ୍ରଧାନ): ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି। ସେହି କ୍ଷମତାକୁ ପ୍ରୟୋଗ କରି ସରପଞ୍ଚମାନେ ପଞ୍ଚାୟତରେ ମାହାମାରୀ ‘କରୋନା’ ବିରୋଧରେ ଲଢୁଛନ୍ତି। ସରକାରଙ୍କ ନୀତିନିୟମ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ ବି  କରୁଛନ୍ତି। ଏପରିକି ଯେଉଁମାନେ ନିୟମକୁ ଉଲ୍ଲଙ୍ଘନ କରିବେ, ସରପଞ୍ଚମାନେ ଚାହିଁଲେ ସେମାନଙ୍କ ବରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ହେଲେ ଆଜି ସେହି ସରପଞ୍ଚ ନିଜେ ଶାସକ ଦଳ ବିଧାୟକଙ୍କ ସହ ମିଶି ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌କୁ ଉଲ୍ଲଙ୍ଘନ କରିଛନ୍ତି। ନୟାଗଡ଼ ଜିଲ୍ଲା ଷୋଲପଟା […]

marriage.jpg11

marriage.jpg11

Manoranjan Sial
  • Published: Wednesday, 03 June 2020
  • Updated: 03 June 2020, 04:28 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାର ପ୍ରଧାନ): ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି। ସେହି କ୍ଷମତାକୁ ପ୍ରୟୋଗ କରି ସରପଞ୍ଚମାନେ ପଞ୍ଚାୟତରେ ମାହାମାରୀ ‘କରୋନା’ ବିରୋଧରେ ଲଢୁଛନ୍ତି। ସରକାରଙ୍କ ନୀତିନିୟମ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ ବି  କରୁଛନ୍ତି। ଏପରିକି ଯେଉଁମାନେ ନିୟମକୁ ଉଲ୍ଲଙ୍ଘନ କରିବେ, ସରପଞ୍ଚମାନେ ଚାହିଁଲେ ସେମାନଙ୍କ ବରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ହେଲେ ଆଜି ସେହି ସରପଞ୍ଚ ନିଜେ ଶାସକ ଦଳ ବିଧାୟକଙ୍କ ସହ ମିଶି ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌କୁ ଉଲ୍ଲଙ୍ଘନ କରିଛନ୍ତି। ନୟାଗଡ଼ ଜିଲ୍ଲା ଷୋଲପଟା ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ଜେନାଙ୍କ ନାଁରେ ଆସିଛି ଏପରି ଅଭିଯୋଗ।

ଷୋଲପଟା ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ଜେନାଙ୍କର ହୋଇଛି ବାହାଘର। ଗତକାଲି ତାଙ୍କ ଘରେ ହୋଇଥିବା ଏହି ବିବାହ ଉତ୍ସବରେ ୧୫୦୦ରୁ ଅଧିକ ଅତିଥି ସାମିଲ ହୋଇଥିଲେ। ବେଦୀରେ ବସିଥିବା ବର ଓ କନିଆ ହେଉ ବା ବିବାହ ଉତ୍ସବରେ ସାମିଲ ହୋଇ ଅତିଥି, କେହି ମାକ୍ସ ପିନ୍ଧିନଥିଲେ। ସାମାଜିକ ଦୂରତା କଥା ନକହିବା ଭଲ। କେହି ଜଣେ ହେଲେ ସାମାଜିକ ଦୂରତା ମାନି ନଥିବା ଦେଖିବାକୁ ମିଳିନଥିଲା। ସମସ୍ତେ ପାଖାପାଖି ବସିଥିବା ଦେଖିବାକୁ ମିଳିଥିଲା। ଅତିଥିଙ୍କ କଥା ଛାଡନ୍ତୁ, ଖୋଦ୍‌ ଶାସକ ଦଳର ବିଧାୟକ ସତ୍ୟନାରାୟଣ ପ୍ରଧାନ ମଧ୍ୟ ଏଠାରେ ସାମାଜିକ ଦୂରତା ମାନିନଥିବା ଅଭିଯୋଗ ହୋଇଛି।

ମହାମାରୀ ‘କରୋନା’ ସମଗ୍ର ବିଶ୍ୱକୁ ଗ୍ରାସିବାରେ ଲାଗିଛି। ଆଜି ସୁଦ୍ଧା ୨ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏଥିରୁ ଓଡ଼ିଶା ପରି ରାଜ୍ୟ ବର୍ତ୍ତି ପାରି ନାହିଁ। ଆଜି ସୁଦ୍ଧା ରାଜ୍ୟରେ ୭ ଜଣଙ୍କ ଜୀବନ ଯାଇଛି। ଯାହାକୁ ଦେଖି ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ବିବାହ ଓ ସାମାଜିକ ଉତ୍ସବକୁ ବାରଣ କରାଯାଇଛି। ଯଦି ବିବାହ ଉତ୍ସବ କରାଯିବ, ତାହାହେଲେ ୫୦ରୁ ଅଧିକ ଲୋକ ଏଥିରେ ସାମିଲ କରାଯିବ ନାହିଁ ବୋଲି ଗାଇଡ୍‌ଲାଇନ୍‌ରେ ରହିଛି। ଏହାକୁ ଉଲ୍ଲଙ୍ଘନ କରି ଷୋଲପଟା ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ଜେନା ନିଜେ ବିବାହ କରିଛନ୍ତି। ଆଉ ସାମାଜିତ ଦୂରତାକୁ ଫୁ’ କରିଦେଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story