ମଲା ଲୋକ ପୁଣି ଉଠିବ ?

ବାରିପଦା (ଓଡ଼ିଶା ରିପୋର୍ଟର): ଖଟିଆରେ ଲୋଟି ପଡ଼ିଥିଲା ମୃତଦେହ। ଚାରିପଟେ ବେଢ଼ିଥିଲେ ଆତ୍ମୀୟ, ଆଉ ସାହି ପଡ଼ିଶା। ଏତିକି ବେଳେ ଗୁଣିଆ ଆରମ୍ଭ କଲେ ପୂଜା ପାଠ। ଶବକୁ ଫୁଙ୍କିଲେ, କାଠିରେ ଝାଡି ପକାଇଲେ। ସିନ୍ଦୂର ଖଲି ମଥାରେ ମାରିଲେ। ଏହି ଦୃଶ୍ୟକୁ ଦେଖୁଥିବା ଲୋକେ ଅପେକ୍ଷା କରିଥିଲେ କେତେବେଳେ ଶବ ଜୀବନ ପାଇବ। ସତରେ କଣ ଶବ ଜୀଇଁବ? ରାଜାରାମ ମୁର୍ମୁ। ଜଣେ ପୂର୍ବତନ ସରପଞ୍ଚ। ଏପରିକି ସେ ଜଣେ ଉଚ୍ଚ ଶିକ୍ଷିତ ମଧ୍ୟ ଥିଲେ। […]

photoooooo

photoooooo

Rakesh Mallick
  • Published: Saturday, 24 February 2018
  • Updated: 24 February 2018, 04:31 PM IST

Sports

Latest News

ବାରିପଦା (ଓଡ଼ିଶା ରିପୋର୍ଟର): ଖଟିଆରେ ଲୋଟି ପଡ଼ିଥିଲା ମୃତଦେହ। ଚାରିପଟେ ବେଢ଼ିଥିଲେ ଆତ୍ମୀୟ, ଆଉ ସାହି ପଡ଼ିଶା। ଏତିକି ବେଳେ ଗୁଣିଆ ଆରମ୍ଭ କଲେ ପୂଜା ପାଠ। ଶବକୁ ଫୁଙ୍କିଲେ, କାଠିରେ ଝାଡି ପକାଇଲେ। ସିନ୍ଦୂର ଖଲି ମଥାରେ ମାରିଲେ। ଏହି ଦୃଶ୍ୟକୁ ଦେଖୁଥିବା ଲୋକେ ଅପେକ୍ଷା କରିଥିଲେ କେତେବେଳେ ଶବ ଜୀବନ ପାଇବ। ସତରେ କଣ ଶବ ଜୀଇଁବ?

ରାଜାରାମ ମୁର୍ମୁ। ଜଣେ ପୂର୍ବତନ ସରପଞ୍ଚ। ଏପରିକି ସେ ଜଣେ ଉଚ୍ଚ ଶିକ୍ଷିତ ମଧ୍ୟ ଥିଲେ। ଆଖପାଖ ଗାଁରେ ରାଜାରାମଙ୍କ ନାଁ ଭଲ ଥିଲା। ଦୀର୍ଘ ଦିନ ଧରି କୀଡ଼ିନ୍‌ ରୋଗରେ ଆକ୍ରାନ୍ତ ହୋଇ ବାରିପଦା ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ତାଙ୍କ ମୃତଦେହକୁ ଘରକୁ ନେଇ ଆସିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଥିଲା। ତେବେ ମୃତ୍ୟୁ ପରେ ଜୀବନ ଫେରିଆସିବ ବୋଲି ଭାବି ପରିବାର ଲୋକେ ଗୁଣିଆର ଆଶ୍ରୟ ନେଇଥିଲେ। ଆଜି ସକାଳେ ଗୁଣିଆ ଆସି ମୃତଦେହରେ ସିନ୍ଦୂର ମାରି ପୂଜା କରିଥିଲେ। ଦୀର୍ଘ ସମୟ ଧରି ଗୁଣିଆ ପୂଜା କରିଥିଲେ। ଜୀବନ ଫେରିଆସିବା ଆଶାରେ ପରିବାର ଲୋକେ ମୃତଦେହ ପାଖରେ ହାତ ଯୋଡ଼ି ବସିଥିଲେ। ଅନ୍ୟପକ୍ଷରେ ରାଜାରାମ ଜଣେ ଶିକ୍ଷିତ ଓ ପୂର୍ବତନ ସରପଞ୍ଚ ହୋଇଥିବାରୁ ଶେଷ ଦର୍ଶନ କରିବା ପାଇଁ ବନ୍ଧୁ ପରିଜନମାନେ ଘରେ ଭିଡ଼ ଜମାଇ ଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁଣିଆକୁ ଗିରଫ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story