ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗ: କାର୍ଯ୍ୟରେ ଯୋଗଦେଲେ ଆଇନଜୀବୀ, କଟକର ସମସ୍ତ କୋର୍ଟରେ କାର୍ଯ୍ୟ ସ୍ୱାଭାବିକ

କଟକ: ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ପ୍ରତିବାଦରେ ଜାରି ରହିଥିବା ଆନ୍ଦୋଳନରୁ ଓହରିଲେ କଟକର ସମସ୍ତ ବାର୍ ଆସୋସିଏସନର ଆଇନଜୀବୀ। ଗତ ମଙ୍ଗଳବାରଠାରୁ ଆଇନଜୀବୀମାନେ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ବିରୋଧରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ। ଆଜି ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଫଳରେ କଟକର ସମସ୍ତ କୋର୍ଟରେ କାର୍ଯ୍ୟ ସ୍ୱାଭାବିକ ହୋଇଛି। ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିଲେ ହେଁ, ସ୍ୟାଟ୍ ଉଚ୍ଛେଦ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ପ୍ରତିବାଦ ଜାରି ରହିବ ବୋଲି  କଟକ […]

sat

sat

Rakesh Mallick
  • Published: Monday, 21 December 2015
  • Updated: 21 December 2015, 05:47 AM IST

Sports

Latest News

କଟକ: ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ପ୍ରତିବାଦରେ ଜାରି ରହିଥିବା ଆନ୍ଦୋଳନରୁ ଓହରିଲେ କଟକର ସମସ୍ତ ବାର୍ ଆସୋସିଏସନର ଆଇନଜୀବୀ। ଗତ ମଙ୍ଗଳବାରଠାରୁ ଆଇନଜୀବୀମାନେ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ବିରୋଧରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ। ଆଜି ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଫଳରେ କଟକର ସମସ୍ତ କୋର୍ଟରେ କାର୍ଯ୍ୟ ସ୍ୱାଭାବିକ ହୋଇଛି।

ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିଲେ ହେଁ, ସ୍ୟାଟ୍ ଉଚ୍ଛେଦ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ପ୍ରତିବାଦ ଜାରି ରହିବ ବୋଲି  କଟକ ସ୍ୟାଟ୍ ବାର୍ ଆସୋସିଏସନର ଆଇନଜୀବୀ କହିଛନ୍ତି। ତା'ସହ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଗଠନ ହୋଇଥିବା ଷ୍ଟିୟରିଂ କମିଟି ଏକ ସ୍ମାରକପତ୍ର ପ୍ରସ୍ତୁତି କରୁଛି। ଏହାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ପଠାଯିବ ଏବଂ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ନିବେଦନ କରାଯିବ। ଏକମାସ ମଧ୍ୟରେ ଏହାର ପୁନର୍ବିଚାର ନ କଲେ ଆଗାମୀ ଦିନରେ ଆଇନଗତ ଲଢେଇ ଜାରି ରଖିବା ସହ ଆବଶ୍ୟକ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଆଇନଜୀବୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story