ସମ୍ବଲପୁର: ଭାରସାମ୍ୟ ହରାଇ ଚ୍ୟାନେଲ କେନାଲକୁ ଖସିଲା କାର,୨ ମୃତ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲାର ବୁର୍ଲା ପାୱାର ଚ୍ୟାନେଲ କେନାଲ ଭିତରକୁ ଏକ କାର ଭାରସାମ୍ୟ ହରାଇ ପଶିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ କାର ଚାଳକ ଓ ଆଗ ସିଟରେ ବସିଥିବା ଜଣେ ଝିଅ ରହିଛି। ସମସ୍ତଙ୍କ ଘର ସମ୍ୱଲପୁର ସହରରେ। ପୋଲିସର କହିବା ଅନୁସାରେ ଗୋଟିଏ କାରରେ ଦୁଇଜଣ ପୁରୁଷ ଓ ଦୁଇ ଜଣ ଯୁବତୀ ସେହି ଅଂଚଳରୁ  ଭୋଜି କରିବା ପାଇଁ ଯାଇ ଫେରୁଥିବା […]

sbl

sbl

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 04:58 PM IST

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲାର ବୁର୍ଲା ପାୱାର ଚ୍ୟାନେଲ କେନାଲ ଭିତରକୁ ଏକ କାର ଭାରସାମ୍ୟ ହରାଇ ପଶିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ କାର ଚାଳକ ଓ ଆଗ ସିଟରେ ବସିଥିବା ଜଣେ ଝିଅ ରହିଛି। ସମସ୍ତଙ୍କ ଘର ସମ୍ୱଲପୁର ସହରରେ। ପୋଲିସର କହିବା ଅନୁସାରେ ଗୋଟିଏ କାରରେ ଦୁଇଜଣ ପୁରୁଷ ଓ ଦୁଇ ଜଣ ଯୁବତୀ ସେହି ଅଂଚଳରୁ  ଭୋଜି କରିବା ପାଇଁ ଯାଇ ଫେରୁଥିବା ବେଳେ କାରଟି କୌଣସି କାରଣରୁ ଭାରସାମ୍ୟ ହରାଇ ଗଭୀର ପାଣି ଭିତରକୁ ଖସି ପଡିଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ମଧ୍ୟ  ବୁର୍ଲା ବଡ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ପୋଲିସ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା କରାଯାଇଛି ବୋଲି ବୁର୍ଲା ଥାନା ଅଧିକାରୀ ତୋଫ।ନ ବାଗ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story