ପୁଲିସ ତଦନ୍ତ ପ୍ରକ୍ରିୟା ଉପରେ ଉଠିଲା ଅଙ୍ଗୁଳି

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଅଭିଯୋଗ ସତ୍ତ୍ୱେ ପୁଲିସ ସକ୍ରିୟ ନହେବା ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଆତ୍ମହତ୍ୟା କଲେ ଜଗତସିଂପୁର ନାଉଗାଁ ପୀଡ଼ିତା। ଏଭଳି ଅଭିଯୋଗ କରିଛନ୍ତି ଜାତୀୟ ଅନୁସୂଚିତ ଜାତି କମିଶନ ସଦସ୍ୟ ଯୋଗେନ୍ଦ୍ର ପାଶ୍ୱାନ। ଆଜି ନାଉଗାଁ ସ୍ଥିତ ମୃତ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହ ସମସ୍ତ ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ସହ ସେ ଆଲୋଚନା କରିଛନ୍ତି। ଅନୁସୂଚିତ ପରିବାରର ଝିଅ ଗାଁର ଜଣେ ଯୁବକଙ୍କ ଦ୍ୱାରା ଶୋଷଣର ଶିକାର […]

paswan

paswan

Manoranjan Sial
  • Published: Thursday, 28 November 2019
  • Updated: 28 November 2019, 08:58 PM IST

Sports

Latest News

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଅଭିଯୋଗ ସତ୍ତ୍ୱେ ପୁଲିସ ସକ୍ରିୟ ନହେବା ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଆତ୍ମହତ୍ୟା କଲେ ଜଗତସିଂପୁର ନାଉଗାଁ ପୀଡ଼ିତା। ଏଭଳି ଅଭିଯୋଗ କରିଛନ୍ତି ଜାତୀୟ ଅନୁସୂଚିତ ଜାତି କମିଶନ ସଦସ୍ୟ ଯୋଗେନ୍ଦ୍ର ପାଶ୍ୱାନ। ଆଜି ନାଉଗାଁ ସ୍ଥିତ ମୃତ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହ ସମସ୍ତ ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ସହ ସେ ଆଲୋଚନା କରିଛନ୍ତି।

ଅନୁସୂଚିତ ପରିବାରର ଝିଅ ଗାଁର ଜଣେ ଯୁବକଙ୍କ ଦ୍ୱାରା ଶୋଷଣର ଶିକାର ହୋଇଥିଲା। ଏପରିକି ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଜାତିଆଣ ଆକ୍ଷେପ କରାଯାଇଥିଲା। ଏନେଇ ପରିବାର ଲୋକେ ପୁଲିସର ହସ୍ତକ୍ଷେପ ଲୋଡ଼ିଥିଲେ। ମାତ୍ର କୌଣସି ପଦକ୍ଷେପ ନିଆଯାଇନଥିବା କମିଶନ ସଦସ୍ୟ ଅଭିଯୋଗ କରିଛନ୍ତି।

ତେବେ ଏନେଇ ରାଜ୍ୟ ସରକାର କିମ୍ବା ଜିଲ୍ଲାପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ। ସେପଟେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ସତ୍ତ୍ୱେ ଜମି ଦେବାରେ ଖିଲାପ କରିଥିବା ନାଉଗାଁ ତହସିଲ୍‌ ଅନ୍ତର୍ଗତ ଡ଼େରିକି ସର୍କଲ୍‌ର ଆର୍‌ଆଇ ସୁରେନ୍ଦ୍ର କୁମାର ନାୟକଙ୍କୁ ନିଲମ୍ବନ କରାଯାଇଛି। ଯୁବତୀଙ୍କ ପରିବାରକୁ ୪ ଡିସିମିଲ୍ ଜମି ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story