SCB ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ କଟକ SCB ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ପରେ SCB ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସ୍ଥଗିତାଦେଶ ୨ ସପ୍ତାହ ପାଇଁ କରାଯାଇଥିବା ହାଉସ୍ ସର୍ଜନ ସଂଘ ତରଫରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଆଜି SCB ହାଉସ୍ ସର୍ଜନ ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ କାଲିଠାରୁ ଏହି ଆନ୍ଦୋଳନ କରିବାକୁ […]

SCB

SCB

Ranjit Kumar Jena
  • Published: Wednesday, 27 January 2021
  • Updated: 27 January 2021, 09:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ କଟକ SCB ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ପରେ SCB ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସ୍ଥଗିତାଦେଶ ୨ ସପ୍ତାହ ପାଇଁ କରାଯାଇଥିବା ହାଉସ୍ ସର୍ଜନ ସଂଘ ତରଫରୁ ସୂଚନା ଦିଆଯାଇଛି।

ଏହା ପୂର୍ବରୁ ଆଜି SCB ହାଉସ୍ ସର୍ଜନ ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ କାଲିଠାରୁ ଏହି ଆନ୍ଦୋଳନ କରିବାକୁ ଧମକ ଦେଇଥିଲେ। ଏ ନେଇ ଏସସିବି ଡାକ୍ତର ଦୀପକ କୁମାର ସାମଲ ଏକ ପ୍ରେସ କନଫରେନ୍ସ କରି ଏହାର ସୂଚନା ଦେଇଥିଲେ। ଆସନ୍ତାକାଲିଠାରୁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ପ୍ରତିମୂର୍ତ୍ତି ଆଗରେ ସକାଳ ୯ଟାରୁ ଏହି ଆନ୍ଦୋଳନ ହୋଇଥାନ୍ତା। ଏହି ଆନ୍ଦୋଳନରେ ଏସସିବିର ୨୫୦ ଜଣ ଏବଂ ବୁର୍ଲା ଓ ବ୍ରହ୍ମପୁରର ୫୫୦ ଜଣ ଏହି ଆନ୍ଦୋଳନରେ ଯୋଗଦେବା ପାଇଁ ସ୍ଥିର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story