ଚାନ୍ଦବାଲି: ସ୍କୁଲ୍ ବସ୍-ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ୨ ଛାତ୍ର ଗୁରୁତର

ଚାନ୍ଦବାଲି: ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଛି ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିବା ଗାଡ଼ି। ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଆଜି ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଧାମରା ପୋର୍ଟ ଅଞ୍ଚଳରେ ଥିବା ଡିପିସିଏଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସଟି ହେଉଛି ଧାମରାର ଡିଏଭି ପବ୍ଲିକ୍ ସ୍କୁଲର। ବସଟି ଛାତ୍ରଛାତ୍ରୀଙ୍କୁ ନେଇ ଧାମରା ଆଡ଼ୁ ଆସୁଥିବା ବେଳେ ଧାମରା-କଇଥାକୁଲା ରାସ୍ତାରେ ଏକ ପିକ୍ ଅପ୍ ଭ୍ୟାନ୍ […]

schoolbus

schoolbus

Rakesh Mallick
  • Published: Saturday, 03 October 2015
  • Updated: 03 October 2015, 11:09 AM IST

Sports

Latest News

ଚାନ୍ଦବାଲି: ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଛି ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିବା ଗାଡ଼ି। ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଆଜି ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଧାମରା ପୋର୍ଟ ଅଞ୍ଚଳରେ ଥିବା ଡିପିସିଏଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସଟି ହେଉଛି ଧାମରାର ଡିଏଭି ପବ୍ଲିକ୍ ସ୍କୁଲର। ବସଟି ଛାତ୍ରଛାତ୍ରୀଙ୍କୁ ନେଇ ଧାମରା ଆଡ଼ୁ ଆସୁଥିବା ବେଳେ ଧାମରା-କଇଥାକୁଲା ରାସ୍ତାରେ ଏକ ପିକ୍ ଅପ୍ ଭ୍ୟାନ୍ ସହିତ ମୁହାଁମୁହିଁ ହୋଇଥିଲା।

ସୂଚନାଯୋଗ୍ୟ, ଗତ ୧ ତାରିଖରେ ରାଉରକେଲାର ସେକ୍ଟର-୫ ସ୍ଥିତ ପାନ୍ଥନିବାସ ନିକଟରେ ଏକ ଅଟୋ ଓଲଟି ପଡ଼ିବାରୁ ତିନି ଜଣ ସ୍କୁଲ୍ ଛାତ୍ର ଆହତ ହୋଇଥିଲେ। ଅଟୋରେ ୯ ଜଣ ଛାତ୍ରଛାତ୍ରୀ ବସିଥିଲେ। ସମସ୍ତେ ପ୍ରାୟ ଆହତ ହୋଇଥିବା ବେଳେ ଏହି ତିନି ଜଣ ଟିକେ ଅଧିକ ଆହତ ହୋଇଥିଲେ। ମଦ ପିଇ ଅଟୋ ଚଲାଇବା ଅଭିଯୋଗରେ ପୋଲିସ୍ ନବ କିଶୋର ବେହେରାକୁ ଗିରଫ କରିଥିଲା।

ତା’ ପୂର୍ବରୁ ଗତ ମଙ୍ଗଳବାର ଢେଙ୍କାନାଳର ହିନ୍ଦୋଳ ନିକଟସ୍ଥ ସାତମାଇଲଠାରେ ଏକ ମିନି ବସ୍ ଓ ସ୍କୁଲ୍ ଛୁଆଙ୍କୁ ନେଇ ଯାଉଥିବା ଅଟୋ ମଧ୍ୟରେ ଧକ୍କା ହେବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଅଟୋ ଡ୍ରାଇଭର ମଧ୍ୟ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story