ଘୋଡ଼ା ପିଠିରେ ଯାତ୍ରା କରି ସ୍କୁଲ୍‌ର ତଦାରଖ କରୁଛନ୍ତି ସିଆରସିସି

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଶିକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ କେତେବେଳେ ଘୋଡ଼ା ପିଠିରେ ଯାତ୍ରା ତ ପୁଣି କେତେବେଳେ ବିପଦପୂର୍ଣ୍ଣ ନୌଯାତ୍ରା। ଏଭଳି ନିଷ୍ଠାପର  କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ମାଲକାନଗିରି ତାପରନେତ୍‌ଲାର ସିଆରସିସି ସାଧନ ସରକାର। ଜିଲ୍ଲାର ଦୁର୍ଗମ ସ୍ୱାଭିମାନ ଅଞ୍ଚଳକୁ ସେ ଏଭଳି ଢଙ୍ଗରେ ଯାତ୍ରା କରୁଛନ୍ତି। ସ୍ୱାଭିମାନ ଅଞ୍ଚଳକୁ ଶିକ୍ଷକମାନେ ନିୟମିତ ଆସୁଛନ୍ତି କି ନାହିଁ, ଛାତ୍ରଛାତ୍ରୀଙ୍କୁ କିଭଳି ପଢାଉଛନ୍ତି ତାର ସେ ତଦାରଖ କରୁଛନ୍ତି। ଏମିତିକି ବେଳେ ବେଳେ ସ୍କୁଲ ଥିବା ଗାଁରେ […]

crcc.jpg-1

crcc.jpg-1

Tapas Behera
  • Published: Sunday, 29 September 2019
  • Updated: 29 September 2019, 06:14 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଶିକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ କେତେବେଳେ ଘୋଡ଼ା ପିଠିରେ ଯାତ୍ରା ତ ପୁଣି କେତେବେଳେ ବିପଦପୂର୍ଣ୍ଣ ନୌଯାତ୍ରା। ଏଭଳି ନିଷ୍ଠାପର  କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ମାଲକାନଗିରି ତାପରନେତ୍‌ଲାର ସିଆରସିସି ସାଧନ ସରକାର।

ଜିଲ୍ଲାର ଦୁର୍ଗମ ସ୍ୱାଭିମାନ ଅଞ୍ଚଳକୁ ସେ ଏଭଳି ଢଙ୍ଗରେ ଯାତ୍ରା କରୁଛନ୍ତି। ସ୍ୱାଭିମାନ ଅଞ୍ଚଳକୁ ଶିକ୍ଷକମାନେ ନିୟମିତ ଆସୁଛନ୍ତି କି ନାହିଁ, ଛାତ୍ରଛାତ୍ରୀଙ୍କୁ କିଭଳି ପଢାଉଛନ୍ତି ତାର ସେ ତଦାରଖ କରୁଛନ୍ତି। ଏମିତିକି ବେଳେ ବେଳେ ସ୍କୁଲ ଥିବା ଗାଁରେ ରାତ୍ରିଯାପନ ବି କରିଥାନ୍ତି। ସିଆରସିଙ୍କ ଏଭଳି ପଦକ୍ଷେପକୁ ବେଶ୍‌ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଲର୍ଣ୍ଣିଂ ଲାଇସେନ୍ସ ପାଇଁ ରାଜଧାନୀରେ ପରିବହନ ବିଭାଗର ସ୍ୱତନ୍ତ୍ର ବ୍ୟବସ୍ଥା, ସହିଦନଗର ବିଏମ୍‌ସି ଅଫିସ ଓ OSRTC ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା,କାଲିଠୁ ଅକ୍ଟୋବର ୪ ତାରିଖ ଯାଏଁ ମିଳିବ ଲର୍ଣ୍ଣିଂ ଲାଇସେନ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story