ଦୁଇ ଦିନ ପାଇଁ ସ୍କୁଲ୍,କଲେଜ ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସକାଳ ସାଢ଼େ ୫ଟାରେ ବାତ୍ୟା ‘ତିତ୍‌ଲି’ ଆନ୍ଧ୍ରର କଳିଙ୍ଗପଟନମ୍‌ ଏବଂ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ରାଜ୍ୟର ୧୮ ଜିଲ୍ଲାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। କିଛି ସ୍ଥାନରେ ବନ୍ୟା ସ୍ଥିତି ଉପୁଜିପାରେ। ତା’ସାଙ୍ଗକୁ ପବନ ମଧ୍ୟ ହେବ। ଏସବୁକୁ ଦୃଷ୍ଟିରେ ରଖି ସରକାର ଗୁରୁବାର (ଅକ୍ଟୋବର ୧୧) ଓ ଶୁକ୍ରବାର (ଅକ୍ଟୋବର ୧୨) ଦୁଇ ଦିନ ଧରି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ଘୋଷଣା […]

school

school

Jitendra Garnayak
  • Published: Wednesday, 10 October 2018
  • Updated: 10 October 2018, 05:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସକାଳ ସାଢ଼େ ୫ଟାରେ ବାତ୍ୟା ‘ତିତ୍‌ଲି’ ଆନ୍ଧ୍ରର କଳିଙ୍ଗପଟନମ୍‌ ଏବଂ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ରାଜ୍ୟର ୧୮ ଜିଲ୍ଲାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। କିଛି ସ୍ଥାନରେ ବନ୍ୟା ସ୍ଥିତି ଉପୁଜିପାରେ। ତା’ସାଙ୍ଗକୁ ପବନ ମଧ୍ୟ ହେବ।

ଏସବୁକୁ ଦୃଷ୍ଟିରେ ରଖି ସରକାର ଗୁରୁବାର (ଅକ୍ଟୋବର ୧୧) ଓ ଶୁକ୍ରବାର (ଅକ୍ଟୋବର ୧୨) ଦୁଇ ଦିନ ଧରି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ଘୋଷଣା କରିଛନ୍ତି। ଏହି ଦୁଇ ଦିନ ରାଜ୍ୟର ସମସ୍ତ ସ୍କୁଲ୍ ଓ କଲେଜ୍ ବନ୍ଦ ରହିବ।
ଏହା ସହିତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story