ଅଯୋଗ୍ୟ ହିତାଧିକାରୀଙ୍କୁ ’କାଳିଆ’ ଝଟକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରୀ ବାଦ ପଡ଼ିବେ। ଏହି ଯୋଜନାରେ ସାମିଲ ଥିବା ୫୧ଲକ୍ଷ ହିତାଧିକାରୀଙ୍କ ନାଁ ୱେବସାଇଟରେ ଅଛି। ସେମାନଙ୍କ ମଧ୍ୟରେ ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି। ୧୪ଲକ୍ଷ ଭୂମିହୀନ କୃଷି ଶ୍ରମିକ ସାମିଲ ହୋଇଛନ୍ତି। ପ୍ରତି ଗ୍ରାମପଞ୍ଚାୟତର କାନ୍ଥରେ କାଳିଆ ହିତାଧିକାରୀଙ୍କ ତାଲିକା ଟଙ୍ଗା ହୋଇଛି। ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ ଏହି ତାଲିକା ଟଙ୍ଗା ଯାଇଛି। ଯେଉଁମାନେ ଯୋଗ୍ୟ ନୁହଁନ୍ତି, ସେମାନେ ନିଜ ଆଡୁ କହିପାରିବେ। ଦରଖାସ୍ତ […]

KALIA-,,,,

KALIA-,,,,

Tapaswini Nayak
  • Published: Tuesday, 06 August 2019
  • Updated: 06 August 2019, 02:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରୀ ବାଦ ପଡ଼ିବେ। ଏହି ଯୋଜନାରେ ସାମିଲ ଥିବା ୫୧ଲକ୍ଷ ହିତାଧିକାରୀଙ୍କ ନାଁ ୱେବସାଇଟରେ ଅଛି। ସେମାନଙ୍କ ମଧ୍ୟରେ ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି। ୧୪ଲକ୍ଷ ଭୂମିହୀନ କୃଷି ଶ୍ରମିକ ସାମିଲ ହୋଇଛନ୍ତି।

ପ୍ରତି ଗ୍ରାମପଞ୍ଚାୟତର କାନ୍ଥରେ କାଳିଆ ହିତାଧିକାରୀଙ୍କ ତାଲିକା ଟଙ୍ଗା ହୋଇଛି। ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ ଏହି ତାଲିକା ଟଙ୍ଗା ଯାଇଛି। ଯେଉଁମାନେ ଯୋଗ୍ୟ ନୁହଁନ୍ତି, ସେମାନେ ନିଜ ଆଡୁ କହିପାରିବେ। ଦରଖାସ୍ତ ଦେଇ ନିଜକୁ ବାଦ୍ ଦେବାକୁ ଆବେଦନ କରିବେ ହିତାଧିକାରୀ। ଏହା ସହ ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ମଧ୍ୟ ପୁଣିଥରେ ଆବେଦନ କରିପାରିବେ।

ସରକାରଙ୍କ ପାଖରେ ବର୍ତ୍ତମାନ ୧କୋଟି ଦରଖାସ୍ତ ପଡ଼ିଛି। ଅଯୋଗ୍ୟଙ୍କୁ ବାଦ୍ ଦେବା ଓ ଯୋଗ୍ୟଙ୍କୁ ସାମିଲ କରିବା ଲକ୍ଷ୍ୟ ରହିଛି। ଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବାକୁ କମିଟି ଗଠନ ହୋଇଛି। ପ୍ରତି ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାସ୍ତରରେ କମିଟି ଗଠନ ହୋଇଛି ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story