ସିସୋର ଚିଟ୍‌ଫଣ୍ଡ ମାମଲା: ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆକାଉଣ୍ଟ ଯାଞ୍ଚ

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆକାଉଣ୍ଟକୁ ସିବିଆଇ ଆଜି ଯାଞ୍ଚ କରିଛି। କଟକ ଜଗତପୁର ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମ୍ୟାନେଜର ଦେବେନ୍ଦ୍ର ମହାନ୍ତି ସିବିଆଇରେ ହାଜର ହୋଇ ତଥ୍ୟ ଦେଇଛନ୍ତି। ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ପ୍ରଭାତଙ୍କର ଆକାଉଣ୍ଟ ରହିଛି ଓ ୨୦୦୯ ମସିହାରେ ସେ ପ୍ରଥମ ଋଣ ବାବଦକୁ ନେଇଥିବା ୨୦ ଲକ୍ଷ ଟଙ୍କା ଶୁଝିଥିବା ବେଳେ ଦ୍ୱିତୀୟ ଋଣ ବାବଦକୁ ନେଇଥିବା ୩୦ ଲକ୍ଷ ଟଙ୍କା […]

cbi

cbi

Rakesh Mallick
  • Published: Tuesday, 24 January 2017
  • Updated: 25 January 2017, 07:04 AM IST

Sports

Latest News

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆକାଉଣ୍ଟକୁ ସିବିଆଇ ଆଜି ଯାଞ୍ଚ କରିଛି। କଟକ ଜଗତପୁର ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମ୍ୟାନେଜର ଦେବେନ୍ଦ୍ର ମହାନ୍ତି ସିବିଆଇରେ ହାଜର ହୋଇ ତଥ୍ୟ ଦେଇଛନ୍ତି।

ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ପ୍ରଭାତଙ୍କର ଆକାଉଣ୍ଟ ରହିଛି ଓ ୨୦୦୯ ମସିହାରେ ସେ ପ୍ରଥମ ଋଣ ବାବଦକୁ ନେଇଥିବା ୨୦ ଲକ୍ଷ ଟଙ୍କା ଶୁଝିଥିବା ବେଳେ ଦ୍ୱିତୀୟ ଋଣ ବାବଦକୁ ନେଇଥିବା ୩୦ ଲକ୍ଷ ଟଙ୍କା ଶୁଝୁଛନ୍ତି ବୋଲି ସିବିଆଇକୁ ଦେବେନ୍ଦ୍ର କହିଛନ୍ତି।

ଅନ୍ୟପକ୍ଷରେ ବିଧାୟକଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କୁ ଟଙ୍କା ଧାର ବାବଦକୁ ୧୧ ଜଣ ଦେଇଥିବା ସତ୍ୟପାଠ ଅସଲି କି ନକଲି ତା’ର ଫୋରେନ୍‌ସିକ ଯାଞ୍ଚ କରାଯିବ। ଏହାଛଡ଼ା ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ସହ ହୋଇଥିବା ଜମି କିଣାବିକା ଏଗ୍ରିମେଣ୍ଟ ଓ ଟଙ୍କା ଫେରାଇ ଦେଇଥିବା କାଗଜର ମଧ୍ୟ ଫୋରେନ୍‌ସିକ ଯାଞ୍ଚ କରାଯିବ ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story