ଦୁଇ ସେବାୟତ ଗୋଷ୍ଠୀ ମୁହାଁମୁହିଁ: ଉପାସରେ ମାଆ ହରଚଣ୍ଡୀ

ସାଲେପୁର(ମନୋଜ ଅଚାର୍ଯ୍ୟ): ସେବାୟତଙ୍କ ମଧ୍ୟରେ ବିବାଦକୁ ନେଇ ଗତ ୪ ଦିନ ହେବ ମନ୍ଦିରରେ ପୂଜାପାଠ ବନ୍ଦ ରହିଛି। ଆଉ ଉପାସରେ ଅଛନ୍ତି ମା’। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ଅଶୁରେଶ୍ୱର ହରଚଣ୍ଡୀ ମନ୍ଦିରରେ। ଅଭିଯୋଗ ଅନୁସାରେ, ଡଙ୍ଗା ସମସ୍ୟାକୁ ନେଇ ଚଳିତ ବର୍ଷ ମହାପ୍ରଭୁଙ୍କ ଚାପ ଖେଳ ବନ୍ଦ ହୋଇଯାଇଥିଲା। ଏହାକୁ ସେବାୟତଙ୍କର ଗୋଟିଏ ଗୋଷ୍ଠୀ ସମର୍ଥନ କରିଥିଲା। କିନ୍ତୁ ଆଉ ଗୋଟିଏ ଗୋଷ୍ଠୀ […]

temple,,,,,,,,,,,,,,

temple,,,,,,,,,,,,,,

Tapaswini Nayak
  • Published: Thursday, 16 May 2019
  • Updated: 16 May 2019, 08:59 AM IST

Sports

Latest News

ସାଲେପୁର(ମନୋଜ ଅଚାର୍ଯ୍ୟ): ସେବାୟତଙ୍କ ମଧ୍ୟରେ ବିବାଦକୁ ନେଇ ଗତ ୪ ଦିନ ହେବ ମନ୍ଦିରରେ ପୂଜାପାଠ ବନ୍ଦ ରହିଛି। ଆଉ ଉପାସରେ ଅଛନ୍ତି ମା’। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ଅଶୁରେଶ୍ୱର ହରଚଣ୍ଡୀ ମନ୍ଦିରରେ।

ଅଭିଯୋଗ ଅନୁସାରେ, ଡଙ୍ଗା ସମସ୍ୟାକୁ ନେଇ ଚଳିତ ବର୍ଷ ମହାପ୍ରଭୁଙ୍କ ଚାପ ଖେଳ ବନ୍ଦ ହୋଇଯାଇଥିଲା। ଏହାକୁ ସେବାୟତଙ୍କର ଗୋଟିଏ ଗୋଷ୍ଠୀ ସମର୍ଥନ କରିଥିଲା। କିନ୍ତୁ ଆଉ ଗୋଟିଏ ଗୋଷ୍ଠୀ ଏ ନିଷ୍ପତ୍ତିକୁ ବିରୋଧ କରିଥିଲା। ଏହି ଗୋଷ୍ଠୀ ୪ ଦିନ ହେଲା ମନ୍ଦିରରେ ତାଲା ପକାଇ ଦେଇଛି।

ଏ ଘଟଣାକୁ ନେଇ ସେବାୟତ ଅଭିରାମ ତ୍ରିପାଠୀ କହିଛନ୍ତି,“ମା’ଙ୍କ ନୀତି ବନ୍ଦ କରିବା ଓ ମନ୍ଦିରରେ ତାଲା ପକାଇବା ଆଦୌ ଠିକ୍‌ ନୁହେଁ। ଯେହେତୁ ପ୍ରଶାସନ କିଛି ବୁଝୁନାହିଁ, ସେଥିପାଇଁ ସେମାନେ ମନ୍ଦିରରେ ତାଲା ପକାଇ ଦେଇଛନ୍ତି।”

ଦୁଇ ସେବାୟତ ଗୋଷ୍ଠୀକୁ ବୁଝାସୁଝା କରିବା ପାଇଁ ପ୍ରତିଦିନ ସମାଧାନ କମିଟି ବୈଠକ ବସୁଛି। ହେଲେ ଏଥିରେ ସମାଧାନର ବାଟ ବାହିରିପାରୁନି। ଘଟଣାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି ନପାରି ଫେରିଯାଉଥିବା ଅଭିଯୋଗ ହୋଇଛି। ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଉଥିବା ସମାଧାନ କମିଟି ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story