ଗାଁରେ ପଶୁଛି ସମୁଦ୍ର ପାଣି: ୩ଟି ସାହିର ଲୋକେ ଜଳବନ୍ଦୀ

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): କୃଷ୍ଣପ୍ରସାଦ ବ୍ଲକ୍‌ ଅରଖକୁଦା ଗାଁରେ ସମୁଦ୍ର ପାଣି ପଶିବାରେ ଲାଗିଛି। ଫଳରେ ଗାଁର ଲକ୍ଷ୍ମୀନାରାୟଣ ସାହି, ହରଚଣ୍ଡୀ ସାହି ଓ ମଙ୍ଗଳା ସାହିର ଲୋକେ ଏକପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି। ଏଠାରେ ବର୍ଷା ଜଳ କଲ୍‌ଭର୍ଟ ଦେଇ ଚିଲିକାକୁ ନିଷ୍କାସନ ହେବା କଥା। ହେଲେ ଗାଁ ପାଖରେ ଖୋଲିଥିବା ଏକ ନୂଆ ମୁହାଁଣ ଦେଇ ସମୁଦ୍ର ପାଣି ଚିଲିକାରେ ପ୍ରବେଶ କରୁଛି। ଫଳରେ କଲ୍‌ଭର୍ଟ ଦେଇ ବର୍ଷା ପାଣି ଚିଲିକାକୁ ଯାଇପାରୁନି। ଅନ୍ୟ […]

bramhagiri

bramhagiri

Rakesh Mallick
  • Published: Monday, 16 July 2018
  • Updated: 16 July 2018, 02:58 PM IST

Sports

Latest News

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): କୃଷ୍ଣପ୍ରସାଦ ବ୍ଲକ୍‌ ଅରଖକୁଦା ଗାଁରେ ସମୁଦ୍ର ପାଣି ପଶିବାରେ ଲାଗିଛି। ଫଳରେ ଗାଁର ଲକ୍ଷ୍ମୀନାରାୟଣ ସାହି, ହରଚଣ୍ଡୀ ସାହି ଓ ମଙ୍ଗଳା ସାହିର ଲୋକେ ଏକପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି।

bramhagiriଏଠାରେ ବର୍ଷା ଜଳ କଲ୍‌ଭର୍ଟ ଦେଇ ଚିଲିକାକୁ ନିଷ୍କାସନ ହେବା କଥା। ହେଲେ ଗାଁ ପାଖରେ ଖୋଲିଥିବା ଏକ ନୂଆ ମୁହାଁଣ ଦେଇ ସମୁଦ୍ର ପାଣି ଚିଲିକାରେ ପ୍ରବେଶ କରୁଛି। ଫଳରେ କଲ୍‌ଭର୍ଟ ଦେଇ ବର୍ଷା ପାଣି ଚିଲିକାକୁ ଯାଇପାରୁନି। ଅନ୍ୟ ପକ୍ଷରେ ଚିଲିକାରେ ସମୁଦ୍ର ପାଣି ପଶୁ ଥିବାରୁ ଏହା ଉକ୍ତ କଲ୍‌ଭର୍ଟ ଦେଇ ଗାଁ ଭିତରକୁ ମଧ୍ୟ ପ୍ରବେଶ କରୁଛି।

bramhagiri

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story