ସାବାସ୍ ସ୍ନେହା: ସ୍ୱର୍ଣ୍ଣ ପଦକ ଜିତି ଦେଶ ଓ ରାଜ୍ୟର ନାଁ ରଖିଲେ

ବାରିପଦା (ଓଡ଼ିଶା ରିପୋର୍ଟର): ଓଡ଼ିଶା ତଥା ଭାରତ ପାଇଁ ସ୍ୱର୍ଣ୍ଣିମ ଗୌରବ ଆଣିଦେଲେ ମୟୂରଭଞ୍ଜର ଆଦିବାସୀ ଝିଅ। ଅଷ୍ଟ୍ରେଲିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭାରୋତ୍ତୋଳନ ବିଭାଗର ୪୮ କିଲୋ ବର୍ଗରେ ମୟୂରଭଞ୍ଜର ଝିଅ ସ୍ନେହା ସୋରେନ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ସ୍ନାଚ୍ ୬୦ କିଲୋ, ଟର୍ଜ ୭୮ କିଲୋ ଏହିପରି ମୋଟ ୧୩୮ କିଲୋରେ ସଫଳତା ହାସଲ କରି ଏହି ଗୌରବ ପାଇଛନ୍ତି। ସ୍ନେହା ସୋରେନଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ୍ ଅନ୍ତର୍ଗତ ନଙ୍ଗଳକଟା […]

Rakesh Mallick
  • Published: Tuesday, 05 September 2017
  • Updated: 05 September 2017, 10:05 PM IST

Sports

Latest News

ବାରିପଦା (ଓଡ଼ିଶା ରିପୋର୍ଟର): ଓଡ଼ିଶା ତଥା ଭାରତ ପାଇଁ ସ୍ୱର୍ଣ୍ଣିମ ଗୌରବ ଆଣିଦେଲେ ମୟୂରଭଞ୍ଜର ଆଦିବାସୀ ଝିଅ। ଅଷ୍ଟ୍ରେଲିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭାରୋତ୍ତୋଳନ ବିଭାଗର ୪୮ କିଲୋ ବର୍ଗରେ ମୟୂରଭଞ୍ଜର ଝିଅ ସ୍ନେହା ସୋରେନ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ସେ ସ୍ନାଚ୍ ୬୦ କିଲୋ, ଟର୍ଜ ୭୮ କିଲୋ ଏହିପରି ମୋଟ ୧୩୮ କିଲୋରେ ସଫଳତା ହାସଲ କରି ଏହି ଗୌରବ ପାଇଛନ୍ତି।

sorenସ୍ନେହା ସୋରେନଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ୍ ଅନ୍ତର୍ଗତ ନଙ୍ଗଳକଟା ଗାଁରେ। ୧୬ ବର୍ଷୀୟା ସ୍ନେହା ସ୍ଥାନୀୟ ଶକ୍ତିମାନ ଜିମ୍ନାସିୟମ ପକ୍ଷରୁ ଅଷ୍ଟ୍ରେଲିଆକୁ ଖେଳିବା ପାଇଁ ଯାଇଥିଲେ। ଏହି ଖବର ପ୍ରଚାରିତ ହେବାପରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story