'ଖଣି ଚୋର'ଙ୍କୁ ନିଲାମୀରୁ ବାଦ ଦେବାକୁ ଦାବି କଲେ ଶ୍ରୀକାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେଉଁ ଖଣି ମାଲିକମାନେ ଖଣି ଚୋରି କରି ଜୋରିମାନା ଦେଇଛନ୍ତି ସେମାନଙ୍କୁ ଆଗାମୀ ଦିନରେ ହେବାକୁ ଥିବା ଖଣି ନିଲାମ ପ୍ରକ୍ରିୟାରୁ ଦୂରେଇ ରଖିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଦାବି କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ରାଜ୍ୟର ୩୬ଟି ଖଣି ନିଲାମ ହେବ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦେଇଥିବା ବୟାନକୁ ଭିତ୍ତି କରି ରାଜ୍ୟ ସରକାରଙ୍କୁ ଘେରିବାକୁ ଚାହିଁଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ,”ଓଡ଼ିଶାର ସମ୍ପତ୍ତି […]

senior-leader-srikant-jena-says-mine-owners-who-have-paid-fine-be-kept-out-of-bidding-process

Manoranjan Sial
  • Published: Tuesday, 11 June 2019
  • Updated: 11 June 2019, 10:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେଉଁ ଖଣି ମାଲିକମାନେ ଖଣି ଚୋରି କରି ଜୋରିମାନା ଦେଇଛନ୍ତି ସେମାନଙ୍କୁ ଆଗାମୀ ଦିନରେ ହେବାକୁ ଥିବା ଖଣି ନିଲାମ ପ୍ରକ୍ରିୟାରୁ ଦୂରେଇ ରଖିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଦାବି କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ରାଜ୍ୟର ୩୬ଟି ଖଣି ନିଲାମ ହେବ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦେଇଥିବା ବୟାନକୁ ଭିତ୍ତି କରି ରାଜ୍ୟ ସରକାରଙ୍କୁ ଘେରିବାକୁ ଚାହିଁଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ,"ଓଡ଼ିଶାର ସମ୍ପତ୍ତି କିନ୍ତୁ ଅନ୍ୟମାନେ ଏହାର ମାଲିକ ପାଲଟିଛନ୍ତି। ଦାରିଦ୍ର‌୍ୟରେ ଓଡ଼ିଶାବାସୀ ସଢ଼ିବେ ଆଉ ଅଣଓଡ଼ିଆମାନେ କୋଟିପତି ହେବେ? ଏହା ତୁରନ୍ତ ବନ୍ଦ ହେବା ଦରକାର।"

ରାଜ୍ୟରେ ଖଣି ଲିଜ୍, ଖଣି ଉତ୍ତୋଳନ, ପରିବହନ ଓ ରପ୍ତାନୀ ଆଦି ଓଡ଼ିଆ ଉଦ୍ୟୋଗୀଙ୍କ ନିୟନ୍ତ୍ରଣରେ ରହୁ ବୋଲି ସେ ଦାବି କରିଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ ଖଣିରୁ ସର୍ବାଧିକ ରାଜସ୍ୱ ଆସୁଥିବାରୁ ଖଣି ନିଲାମ ସମ୍ପର୍କିତ ନିୟମାବଳୀକୁ ରାଜ୍ୟ ସରକାର ସର୍ବସାଧାରଣରେ ପ୍ରକାଶ କରନ୍ତୁ। ଖଣି ନିଲାମ ନକରି ସମସ୍ତ ଖଣିକୁ ରାଜ୍ୟ ସରକାର ନିଜ ନିୟନ୍ତ୍ରଣରେ ରଖନ୍ତୁ, ଯାହାଫଳରେ ରାଜକୋଷକୁ ୧୦ ଗୁଣ ଅଧିକ ରାଜସ୍ୱ ଆସିପାରିବ। ଯଦି ରାଜ୍ୟ ସରକାର ଖଣି ନିଲାମ ପାଇଁ ବଦ୍ଧପରିକର, ତେବେ ଯେଉଁ ଖଣି ମାଲିକମାନେ ଖଣିଜ ସାମଗ୍ରୀ ଚୋରି କରି ଧରାପଡ଼ିବା ସହ ଜୋରିମାନା ଦେଇଛନ୍ତି ଏବଂ ଯାହାଙ୍କୁ ରାଜ୍ୟ ସରକାର ୫୦ହଜାର କୋଟି ଟଙ୍କା ଛାଡ଼ କରିଛନ୍ତି, ସେମାନଙ୍କୁ ଏହି ଖଣି ନିଲାମରେ ସାମିଲ କରାନଯାଉ ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story