ଏଥର ନିର୍ବାଚନ ଲଢ଼ିବେନି ବିଜୟ ଓ ଶ୍ରୀକାନ୍ତ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜନୀତିର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଶ୍ରୀକାନ୍ତ ଜେନା ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ନଥିବା ଜଣାପଡ଼ିଛି। ବରିଷ୍ଠ ନେତା ଶ୍ରୀ ଜେନା ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଜଆଡ଼ୁ ଘୋଷଣା କରିଥିବାବେଳେ ଶ୍ରୀ ମହାପାତ୍ର ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି। ୨୦୧୮ ନଭେମ୍ବର ୩୦ତାରିଖରେ ବିଜେପିରୁ ଇସ୍ତଫା ଦେବା ପରେ ଶ୍ରୀ ମହାପାତ୍ର ବିଜେଡିରେ […]

bijay

bijay

Hemant Lenka
  • Published: Saturday, 09 March 2019
  • Updated: 09 March 2019, 09:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜନୀତିର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଶ୍ରୀକାନ୍ତ ଜେନା ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ନଥିବା ଜଣାପଡ଼ିଛି। ବରିଷ୍ଠ ନେତା ଶ୍ରୀ ଜେନା ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଜଆଡ଼ୁ ଘୋଷଣା କରିଥିବାବେଳେ ଶ୍ରୀ ମହାପାତ୍ର ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି।

୨୦୧୮ ନଭେମ୍ବର ୩୦ତାରିଖରେ ବିଜେପିରୁ ଇସ୍ତଫା ଦେବା ପରେ ଶ୍ରୀ ମହାପାତ୍ର ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବିଜେଡିକୁ ତାଙ୍କର ଘରବାହୁଡ଼ାକୁ ଦଳର ସୁପ୍ରିମୋଙ୍କ ଗ୍ରୀନ୍ ସିଗନାଲ ନମିଳିବା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏହା ପରେ ଶ୍ରୀ ମହାପାତ୍ର କଂଗ୍ରେସ ସମର୍ଥନରେ ମହାକାଳପଡ଼ା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଶ୍ରୀ ମହାପାତ୍ର କଂଗ୍ରେସରେ ସାମିଲ ନହେଲେ ତାଙ୍କୁ ଦଳ ସମର୍ଥନ କରିବ ନାହିଁ ବୋଲି କଂଗ୍ରେସ ହାଇକମାଣ୍ଡ ଜଣାଇ ଦେଇଥିବା ସୂଚନା ମିଳିଛି। ଯାହାପରେ ଶ୍ରୀ ମହାପାତ୍ରଙ୍କ ଘନିଷ୍ଠ ସମର୍ଥକମାନେ ତାଙ୍କୁ ଆଗାମୀ ନିର୍ବାଚନ ନଲଢ଼ିବା ପାଇଁ ପରାମର୍ଶ ଦେଇଛନ୍ତି। ନିଜର ସମର୍ଥକମାନଙ୍କ ସହ ବିଚାରବିମର୍ଶ ପରେ ଶ୍ରୀ ମହାପାତ୍ର ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଖୁବଶୀଘ୍ର ଘୋଷଣା କରିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story