ଓଡ଼ିଶାରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ? ଆଲର୍ଟ ରହିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମୁଦ୍ର ତଟ ଦେଇ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ସୂଚନା ମିଳିବା ପରେ ରାଜ୍ୟର ଉପକୂଳ ୭ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ। ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ବ୍ରହ୍ମପର ଓ ଗଞ୍ଜାମ ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଜିଲ୍ଲା ଅଧୀନରେ ଥିବା ମେରାଇନ ପୁଲିସ ଷ୍ଟେସନକୁ […]

SEVEN-COASTAL-DISTRICTS-ALERTED-FOR-POSSIBLE-TERROR-ATTACKS-VIA-SEA-ROUTE

Manoranjan Sial
  • Published: Saturday, 10 August 2019
  • Updated: 10 August 2019, 06:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମୁଦ୍ର ତଟ ଦେଇ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ସୂଚନା ମିଳିବା ପରେ ରାଜ୍ୟର ଉପକୂଳ ୭ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ।

ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ବ୍ରହ୍ମପର ଓ ଗଞ୍ଜାମ ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଜିଲ୍ଲା ଅଧୀନରେ ଥିବା ମେରାଇନ ପୁଲିସ ଷ୍ଟେସନକୁ ମଧ୍ୟ ଜାଗ୍ରତ ରହିବାକୁ କୁହାଯାଇଛି। ତା’ସହ କୋଷ୍ଟାଲ ପାଟ୍ରୋଲିଂ, ସମୁଦ୍ର ଭିତରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ରାଜ୍ୟରେ ଏବେ ୧୮ଟି ମେରାଇନ ପୁଲିସ ଷ୍ଟେସନ ରହିଛି। ସେସବୁ ନିର୍ଦ୍ଦିଷ୍ଟ ଜିଲ୍ଲା ଏସ୍‌ପିଙ୍କ ତତ୍ତ୍ୱାବଧାନରେ ରହିଛି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଅତ୍ୟନ୍ତ ବିଚଳିତ ଓ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଛି। ବିଶ୍ୱ ସ୍ତରରେ ସମାଲୋଚନାରେ ଶିକାର ହେବା ପରେ ପାକିସ୍ତାନ ଏବେ ଭାରତକୁ ଟାର୍ଗେଟ କରୁଛି। ପାକିସ୍ତାନର ନେତାମାନେ ପ୍ରତିଦିନ ଆକ୍ରମଣ ଧମକ ଦେବାକୁ ପଛାଉ ନାହାନ୍ତି। ତେଣୁ କୌଣସି ପରିସ୍ଥିତିରେ ଭାରତରେ ଜଳପଥରେ ଆତଙ୍କବାଦୀ ଆକ୍ରମଣ ହେବା ଆଶଙ୍କା କରି ଗୃହ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story