ପୁରୀ ଆନ୍ତର୍ଜାତିକ ବିମାନ ବନ୍ଦର: ଅନୁଧ୍ୟାନ କଲା ୭ ଜଣିଆ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରେ ଆନ୍ତର୍ଜାତିକ ଗ୍ରୀନଫିଲଡ୍ ବିମାନ ବନ୍ଦର ସ୍ଥାପନ ପାଇଁ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ଫର୍ମାଟରେ ଆନୁଷ୍ଠାନିକ ପ୍ରସ୍ତାବ ପଠାଇବାରେ ସକ୍ଷମ ହୋଇନଥିବାବେଳେ ଆଜି ୭ଜଣିଆ କେନ୍ଦ୍ରୀୟ ଟିମ୍ ପ୍ରସ୍ତାବିତ ବିମାନ ବନ୍ଦର ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କରିଛନ୍ତି। ଏହାସହିତ ଜିଲ୍ଲା ପ୍ରଶାସନ ସହ ବୈଠକ କରି ଜମିର ମ୍ୟାପ ଓ ଅନ୍ୟ ଦସ୍ତାବିଜ ଯାଂଚ କରିଛନ୍ତି। ସୂଚନା ଅନୁସାରେ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ(ଏଏଆଇ)ର ୭ଜଣିଆ ବୈଷୟିକ ଟିମ୍ ଆଜି ପୁରୀସ୍ଥିତ ପ୍ରସ୍ତାବିତ […]

airport

airport

Ordigital Desk
  • Published: Tuesday, 08 March 2022
  • Updated: 08 March 2022, 09:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରେ ଆନ୍ତର୍ଜାତିକ ଗ୍ରୀନଫିଲଡ୍ ବିମାନ ବନ୍ଦର ସ୍ଥାପନ ପାଇଁ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ଫର୍ମାଟରେ ଆନୁଷ୍ଠାନିକ ପ୍ରସ୍ତାବ ପଠାଇବାରେ ସକ୍ଷମ ହୋଇନଥିବାବେଳେ ଆଜି ୭ଜଣିଆ କେନ୍ଦ୍ରୀୟ ଟିମ୍ ପ୍ରସ୍ତାବିତ ବିମାନ ବନ୍ଦର ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କରିଛନ୍ତି। ଏହାସହିତ ଜିଲ୍ଲା ପ୍ରଶାସନ ସହ ବୈଠକ କରି ଜମିର ମ୍ୟାପ ଓ ଅନ୍ୟ ଦସ୍ତାବିଜ ଯାଂଚ କରିଛନ୍ତି।

ସୂଚନା ଅନୁସାରେ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ(ଏଏଆଇ)ର ୭ଜଣିଆ ବୈଷୟିକ ଟିମ୍ ଆଜି ପୁରୀସ୍ଥିତ ପ୍ରସ୍ତାବିତ ବିମାନ ବନ୍ଦର ପ୍ରକଳ୍ପ ଅଂଚଳ ସିପସରୁବାଲିକୁ ଯାଇ ସେଠାରେ ଜମିର ମ୍ୟାପ୍ ସର୍ଭେ ଓ ଅନ୍ୟ ଦସ୍ତାବିଜ ଅନୁଧ୍ୟାନ କରିଛନ୍ତି । ଏହି ଟିମରେ ଦିଲ୍ଲୀ ଓ ଭୁବନେଶ୍ୱର ବିମାନ ବନ୍ଦରର ୭ଜଣ ଅଧିକାରୀ ସାମିଲ ଅଛନ୍ତି । ଏହି ଟିମ୍ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ପ୍ରସ୍ତାବିତ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା କରିଥିବାବେଳେ ଟିମକୁ ପୁରୀ ଉପଜିଲ୍ଲାପାଳ ସହଯୋଗ କରିଥିଲେ । ପୂର୍ବରୁ ୨୦୨୧ ଜୁନ୍ ୧୭ତାରିଖରେ ଏଏଆଇର ବୈଷୟିକ ଟିମ୍ ପୁରୀ ସହରର ୪ଟି ସ୍ଥାନ ବାଲିଗୁଆଳି, ସମଗରା, ଗାଇରାଲ ଓ ସିପସରୁବାଲି ଅଂଚଳ ବୁଲି ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଉପଯୁକ୍ତ ସ୍ଥାନ ନିରୀକ୍ଷଣ କରିଥିଲେ ।

ତେବେ ଏହି ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ଫର୍ମାଟରେ ପ୍ରସ୍ତାବ କେନ୍ଦ୍ର ବେସାମରିକ ବିମାନ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇ ନଥିଲେ ମଧ୍ୟ କେନ୍ଦ୍ର ସରକାର ନିଜ ଆଡ଼ୁ ଆଗ୍ରହ ଦେଖାଇ ଏହି ବିମାନ ବନ୍ଦରର ବୈଷୟିକ ଫିଜିବିଲିଟି ଯାଂଚ କରାଇଛନ୍ତି । । ବିମାନ ବନ୍ଦର ପ୍ରକଳ୍ପ ପାଇଁ ଆବଶ୍ୟକ ଅନୁମୋଦନ ରାଜ୍ୟ ସରକାର ପ୍ରସ୍ତୁତ କରି ପଠାଇବାର ଆବଶ୍ୟକତା ରହିଛି । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ନିର୍ଦ୍ଧାରିତ ଫର୍ମାଟରେ ଏହା ପଠାଇ ନଥିବା ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ପୁରୀରେ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଜାନୁୟାରୀ ମାସରେ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story