ଲଗାଣ ବର୍ଷା ଯୋଗୁ ଧସିଲା ପାହାଡ଼, ଭାଙ୍ଗିଲା ଘର

ମୋହନା (ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ନୂଆପଲ୍ଲୀ ଗାଁରେ ଲଗାଣ ବର୍ଷା ଯୋଗୁ ପାହାଡ଼ ଧସିବାରୁ ୫ଟି ଘର ନଷ୍ଟ ହୋଇଯାଇଛି। ଏହି ଘରଗୁଡ଼ିକ ପଥର ଓ କାଦୁଅରେ ପୋତି ହୋଇଯାଇଛି। ଗ୍ରାମବାସୀ ଭୟଭୀତ ହୋଇ ଗାଁ ଛାଡ଼ି ପଳାଇଛନ୍ତି। ବ୍ଲକ ପ୍ରଶାସନ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ଗାଁର ଅନ୍ୟ ଲୋକମାନଙ୍କୁ ସ୍କୁଲ ଘର ଓ ନିରାପଦ ସ୍ଥାନକୁ  ସ୍ଥାନାନ୍ତର କରାଯିବ ସେ ନେଇ ଉଦ୍ୟମ ଚଳାଇଛି। ନୂଆପଲ୍ଲୀ ଗାଁରେ ୨୦ରୁ […]

landside

landside

Tapaswini Nayak
  • Published: Tuesday, 12 July 2022
  • Updated: 12 July 2022, 02:39 PM IST

Sports

Latest News

ମୋହନା (ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ନୂଆପଲ୍ଲୀ ଗାଁରେ ଲଗାଣ ବର୍ଷା ଯୋଗୁ ପାହାଡ଼ ଧସିବାରୁ ୫ଟି ଘର ନଷ୍ଟ ହୋଇଯାଇଛି। ଏହି ଘରଗୁଡ଼ିକ ପଥର ଓ କାଦୁଅରେ ପୋତି ହୋଇଯାଇଛି। ଗ୍ରାମବାସୀ ଭୟଭୀତ ହୋଇ ଗାଁ ଛାଡ଼ି ପଳାଇଛନ୍ତି।

ବ୍ଲକ ପ୍ରଶାସନ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ଗାଁର ଅନ୍ୟ ଲୋକମାନଙ୍କୁ ସ୍କୁଲ ଘର ଓ ନିରାପଦ ସ୍ଥାନକୁ  ସ୍ଥାନାନ୍ତର କରାଯିବ ସେ ନେଇ ଉଦ୍ୟମ ଚଳାଇଛି। ନୂଆପଲ୍ଲୀ ଗାଁରେ ୨୦ରୁ ଅଧିକ ପରିବାର ବସବାସ କରନ୍ତି।

ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଘୁଚାପ କ୍ଷେତ୍ରଟି ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହା ସହିତ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଉଚ୍ଚତା ଯାଏ ବ୍ୟାପିଛି । ଆଗମୀ ୩୬ ଘଣ୍ଟାରେ ଏହା ଆହୁରି ଘନୀଭୂତ  ହେବ ବୋଲି  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କଳାହାଣ୍ଡି ଲାଞ୍ଜିଗଡ଼ରେ ସର୍ବାଧିକ ୧୭୧.୬ ମିମି ବର୍ଷା ରେକର୍ଡ  କରାଯାଇଛି। ସେହିପରି  ଝରିଗାଁରେ ୧୪୭.୮, ଡାବୁଗାଁରେ ୧୪୧.୦, କୋଟପାଡ଼ରେ ୧୨୯.୦ ମିମି, ନୂଆଗଡ଼ ୧୨୫.୨, ଉଦୟଗିରି ୧୨୦.୪ ଓ  ବୋଡେନରଆ ୧୨୦ ମିମି ବର୍ଷା ରେକର୍ଡ କାରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story