ବିବାହ କଥା ଉଠିଲେ କାହିଁକି ଅରାଜି ହେଉଥିଲେ ବ୍ୟାଙ୍କ ମ୍ୟାନେଜର ଆର. ରଞ୍ଜିତା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ବରମୁଣ୍ଡା ସ୍ଥିତ ଭଡ଼ା ଘରୁ ଆଜି ୟୁକୋ ବ୍ୟାଙ୍କ ମ୍ୟାନେଜର ଆର. ରଂଜିତା ରାଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ଘର ନବରଙ୍ଗପୁର ଜିଲ୍ଲାରେ । ଗତ ୯ ବର୍ଷ ହେଲା ସେ ୟୁକୋ ବ୍ୟାଙ୍କରେ ଚାକିରି କରୁଥିଲେ। ତେବେ ୨ବର୍ଷ ହେଲା ଭୁବନେଶ୍ୱର ବ୍ରାଞ୍ଚକୁ ବଦଳି ହୋଇ ଆସିଥିଲେ।  ରଂଜିତାଙ୍କ ମୃତ୍ୟୁକୁ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି । ପୁଲିସ […]

7690

7690

Tapas Behera
  • Published: Thursday, 05 December 2019
  • Updated: 06 December 2019, 08:16 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ବରମୁଣ୍ଡା ସ୍ଥିତ ଭଡ଼ା ଘରୁ ଆଜି ୟୁକୋ ବ୍ୟାଙ୍କ ମ୍ୟାନେଜର ଆର. ରଂଜିତା ରାଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ଘର ନବରଙ୍ଗପୁର ଜିଲ୍ଲାରେ । ଗତ ୯ ବର୍ଷ ହେଲା ସେ ୟୁକୋ ବ୍ୟାଙ୍କରେ ଚାକିରି କରୁଥିଲେ। ତେବେ ୨ବର୍ଷ ହେଲା ଭୁବନେଶ୍ୱର ବ୍ରାଞ୍ଚକୁ ବଦଳି ହୋଇ ଆସିଥିଲେ।  ରଂଜିତାଙ୍କ ମୃତ୍ୟୁକୁ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମୃତ୍ୟୁ ପୂର୍ବରୁ ରଂଜିତା ସୋଶାଲ ମିଡିଆରେ କିଛି ଗୀତ ସହ ଲେଖା ପୋଷ୍ଟ କରିଥିଲେ।

ଏହି ପୋଷ୍ଟରୁ ସେ ମାନସିକ ଯନ୍ତ୍ରଣାରେ ଥିବା ସଂଦେହ କରାଯାଉଛି । ରଂଜିତାଙ୍କ ମୃତ୍ୟୁ ପଛରେ ପ୍ରେମ ଜନିତ କାରଣ ଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି।  ରଞ୍ଜିତାଙ୍କ ମା କହିଛନ୍ତି ଯେ, ତାର ବାହାଘର କଥା ଉଠିଥିଲା। ହେଲେ ସେ ଟିକେ ଅରାଜି ଥିଲା। ଡିପାର୍ଟମେଣ୍ଟାଲ ପରୀକ୍ଷା ଥିବାରୁ ବିବାହ ପ୍ରତି ଅନାଗ୍ରହ ଥିଲା ବୋଲି ତାଙ୍କ ମା କହିଛନ୍ତି।

ତେବେ ମୃତ୍ୟୁର କାରଣ ପ୍ରେମଜନିତ କି ପ୍ରଶ୍ନ ହେବାରୁ ଏହା ହୋଇଥାଇପାରେ ବୋଲି ତାଙ୍କ ମା କହିଛନ୍ତି। ତେବେ ପରିବାର ଲୋକେ ତାଙ୍କୁ କୌଣସି ନିର୍ଯାତନା ଦେଇନାହାନ୍ତି ବୋଲି ସେ କହିଛନ୍ତି। ପୁଲିସ ସମସ୍ତ ତଥ୍ୟ ସଂଗ୍ରହ କରି ଘଟଣାର ଖୋଳତାଡ଼ ଚଳାଇଛି।

ସୂଚନା ଅନୁଯାୟୀ, ଆଜି ସକାଳେ ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ କଲୋନୀର MIG-51 ଭଡ଼ା ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇ ଥିଲା । ସେ ଅଶୋକ ନଗରସ୍ଥିତ ୟୁକୋ ବ୍ୟାଙ୍କରେ ସିନିୟର ମ୍ୟାନେଜର ଭାବେ କାମ କରୁଥିଲେ। ରଞ୍ଜିତାଙ୍କୁ ପାଖାପାଖି ୩୨ ବର୍ଷ ହେବ ବୋଲି ଜଣାପଡ଼ିଛି। ସେ ଗତ ୯ ବର୍ଷ ହେବ ଚାକିରି କରୁଥିଲେ। ତେବେ ୨ ବର୍ଷ ହେଲା ସେ ୟୁକୋ ବ୍ୟାଙ୍କର ଅଶୋକ ନଗର ଶାଖାରେ କାମ କରୁଥିଲେ।  ସେ ବାହା ହୋଇ ନଥିଲେ। ତାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ ହୋଇଥିବା ବେଳେ ସେ ଏଠାରେ ତାଙ୍କ ବାପାମା’ଙ୍କ ସହିତ ଭଡ଼ା ଘରେ ରହୁଥିଲେ। ତାଙ୍କ ମା’ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ତାଙ୍କ ବାପା ବି ଚାକିରି କରୁଥିଲେ।

ରଞ୍ଜିତା ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଅଫିସ୍‌ରୁ ଘରକୁ ଫେରିଥିଲେ। ରାତିରେ ଖାଇପିଇ ଶୋଇଥିଲେ। ହେଲେ ଆଜି ସକାଳୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ ପରିବାର ଲୋକେ। ଏହାଦେଖି ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବା ବେଳେ ଏହାର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ।

https://youtu.be/KTFvMvSZM7E

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story