ଶ୍ରୀମନ୍ଦିରରେ ବିମଳା ମନ୍ଦିର ନିକଟ ସରଘରେ ଅଗ୍ନିକାଣ୍ଡ, କୌଣସି କ୍ଷୟକ୍ଷତି ହୋଇନି

ପୁରୀ: ଶ୍ରୀମନ୍ଦିର ପରିସରରେ ଥିବା ବିମଳା ମନ୍ଦିର ନିକଟ ସରଘରେ ଶନିବାର ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ଠିକଣା ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରି ଥିଲା। ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଭୋର ପ୍ରାୟ ସାଢ଼େ ୫ଟା ବେଳେ ଶ୍ରୀମନ୍ଦିର ପରିସରରେ ଥିବା ବିମଳା ମନ୍ଦିର ନିକଟସ୍ଥ ସରଘରୁ ଧୂଆଁ ବାହାରୁ ଥିବା କିଛି ଭକ୍ତ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୋଲିସକୁ […]

shreemandir

shreemandir

Rakesh Mallick
  • Published: Saturday, 05 December 2015
  • Updated: 05 December 2015, 04:50 AM IST

ପୁରୀ: ଶ୍ରୀମନ୍ଦିର ପରିସରରେ ଥିବା ବିମଳା ମନ୍ଦିର ନିକଟ ସରଘରେ ଶନିବାର ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ଠିକଣା ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରି ଥିଲା। ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଭୋର ପ୍ରାୟ ସାଢ଼େ ୫ଟା ବେଳେ ଶ୍ରୀମନ୍ଦିର ପରିସରରେ ଥିବା ବିମଳା ମନ୍ଦିର ନିକଟସ୍ଥ ସରଘରୁ ଧୂଆଁ ବାହାରୁ ଥିବା କିଛି ଭକ୍ତ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦେଖିଲେ ଯେ ସରଘରେ ତାଲା ପଡ଼ିଛି ଓ ସେଥିରୁ ଧୂଆଁ ବାହାରୁଛି। ସଙ୍ଗେ ସଙ୍ଗେ ଦମକଳବାହିନୀଙ୍କୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ତାଲା ଭାଙ୍ଗି ଭିତରେ ପଶିଥିଲେ। ସରଘରେ ରଖାଯାଇଥିବା କିଛି ଜଳନ୍ତା କୋଇଲାରୁ ସେଠାରେ ରଖାଯାଇଥିବା କାଠରେ ନିଆଁ ଲାଗିଯାଇଥିଲା। ଫଳରେ ଧୂଆଁ ବାହାରୁ ଥିଲା। ଦମକଳ ବାହିନୀ ନିଆଁ ଲିଭାଇଥିଲେ। ତେବେ ଏଥିରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ।

ଅନ୍ୟପକ୍ଷରେ ସରଘରେ ଦାୟିତ୍ୱହୀନ ଭାବେ ଲିଭି ନ ଥିବା କୋଇଲା ରଖାଯିବାକୁ ଭକ୍ତମାନେ ନାପସନ୍ଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story