ଶ୍ରୀଜିଉଙ୍କ ଘଟ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗ: ଆଜି ଆନ୍ଦୋଳନକୁ ଓହ୍ଲାଇବ ଭିଏଚପି

ଭୁବନେଶ୍ୱର: ଶ୍ରୀଜିଉଙ୍କ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟକୁ ନେଇ ଆଜି ସବୁ ଜିଲ୍ଲା ମୁଖ୍ୟାଳୟରେ ବିଶ୍ୱହିନ୍ଦୁ ପରିଷଦ ଆନ୍ଦୋଳନ ଓ ବିକ୍ଷୋଭ କରିବ । ଭୁବନେଶ୍ୱରର ରାଜଭବନ ଛକରେ ଦଳ ପକ୍ଷରୁ ପ୍ରତିବାଦ ସଭା କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯିବ । ସେହିପରି ସମସ୍ତ ଜିଲ୍ଲା ହେଡକ୍ୱାର୍ଟର୍ସରେ ଆନ୍ଦୋଳନ କରାଯିବ ବୋଲି ଭିଏଚପି ପକ୍ଷରୁ କୁହାଯାଇଛି । ବିଭ୍ରାଟ ପାଇଁ ସମ୍ପୃକ୍ତ ଦଇତାପତିଙ୍କୁ ଚିହ୍ନଟ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଏଚପି ପକ୍ଷରୁ […]

vhp

vhp

Rakesh Mallick
  • Published: Thursday, 25 June 2015
  • Updated: 25 June 2015, 02:26 AM IST

ଭୁବନେଶ୍ୱର: ଶ୍ରୀଜିଉଙ୍କ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟକୁ ନେଇ ଆଜି ସବୁ ଜିଲ୍ଲା ମୁଖ୍ୟାଳୟରେ ବିଶ୍ୱହିନ୍ଦୁ ପରିଷଦ ଆନ୍ଦୋଳନ ଓ ବିକ୍ଷୋଭ କରିବ । ଭୁବନେଶ୍ୱରର ରାଜଭବନ ଛକରେ ଦଳ ପକ୍ଷରୁ ପ୍ରତିବାଦ ସଭା କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯିବ । ସେହିପରି ସମସ୍ତ ଜିଲ୍ଲା ହେଡକ୍ୱାର୍ଟର୍ସରେ ଆନ୍ଦୋଳନ କରାଯିବ ବୋଲି ଭିଏଚପି ପକ୍ଷରୁ କୁହାଯାଇଛି । ବିଭ୍ରାଟ ପାଇଁ ସମ୍ପୃକ୍ତ ଦଇତାପତିଙ୍କୁ ଚିହ୍ନଟ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଏଚପି ପକ୍ଷରୁ ଦାବି କରାଯାଇଛି । ଗତକାଲି ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ସହ କିଛି ସାଧୁସନ୍ଥ ଗଜପତି ମହାରାଜଙ୍କୁ ଭୁବନେଶ୍ୱରସ୍ଥିତ ବାସଭବନରେ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos