ଶୀଘ୍ର ପିସିସି ନୂଆ ଟିମର ସଂଶୋଧିତ ତାଲିକା ପ୍ରକାଶ ପାଇବ: ପିସିସି ସଭାପତି

ଭୁବନେଶ୍ୱର: ପିସିସିର ନୂଆ ଟିମ୍ ଘୋଷଣା ପରେ ପ୍ରଥମ କରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ତାଲିକାରେ କିଛି ତ୍ରୁଟି ରହିଛି । ଏଥିରୁ କିଛି ନାଁ ବାଦ ପଡିଛି । ତେବେ ଖୁବଶୀଘ୍ର ସଂଶୋଧିତ ତାଲିକା ପ୍ରକାଶ ପାଇବ ବୋଲି ପିସିସି ସଭାପତି କହିଛନ୍ତି। ସେହିପରି ପିସିସି ନୂଆ ଟିମର ପ୍ରଥମ ବୈଠକ ସପ୍ତାହକ ଭିତରେ ହେବ ବୋଲି ସେ କହିଛନ୍ତି।  ଗତକାଲି ପ୍ରସାଦ ଦାୟିତ୍ୱ […]

prasad

prasad

Rakesh Mallick
  • Published: Sunday, 02 August 2015
  • Updated: 02 August 2015, 01:02 PM IST

Sports

Latest News

ଭୁବନେଶ୍ୱର: ପିସିସିର ନୂଆ ଟିମ୍ ଘୋଷଣା ପରେ ପ୍ରଥମ କରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ତାଲିକାରେ କିଛି ତ୍ରୁଟି ରହିଛି । ଏଥିରୁ କିଛି ନାଁ ବାଦ ପଡିଛି । ତେବେ ଖୁବଶୀଘ୍ର ସଂଶୋଧିତ ତାଲିକା ପ୍ରକାଶ ପାଇବ ବୋଲି ପିସିସି ସଭାପତି କହିଛନ୍ତି। ସେହିପରି ପିସିସି ନୂଆ ଟିମର ପ୍ରଥମ ବୈଠକ ସପ୍ତାହକ ଭିତରେ ହେବ ବୋଲି ସେ କହିଛନ୍ତି।  ଗତକାଲି ପ୍ରସାଦ ଦାୟିତ୍ୱ ଗ୍ରହଣର ୭ ମାସ ପରେ ନିଜ ଟିମ୍ ଘୋଷଣା କରିଥିଲେ। ଏଥିରେ ପ୍ରତ୍ୟେକ ବର୍ଗ ଓ ପ୍ରତ୍ୟକ ଅଞ୍ଚଳକୁ ଗୁରୁତ୍ୱ ଦିଆଯାଇଛି ବୋଲି ଦଳର କିଛି ବରିଷ୍ଠ ନେତା ମତ ପ୍ରକାଶ କରିଥିଲେ।

ପିସିସି କର୍ମକର୍ତ୍ତା ତାଲିକା ନେଇ ବରିଷ୍ଠ ନେତା ଲୁଲୁ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ଯେଉଁମାନେ ନିଜକୁ ଉପେକ୍ଷିତ ଭାବୁଥିଲେ, ଏଥିରେ ସେମାନଙ୍କୁ ସୁଯୋଗ ଦିଆଯାଇଛି। ସମସ୍ତଙ୍କୁ ଆଡଜଷ୍ଟ କରିବାକୁ ଚେଷ୍ଟା କରାଯାଇଛି। ତେବେ କୋଅଡିନେସନ୍ କମିଟି ଦାୟିତ୍ୱ କ’ଣ ଏଯାଏଁ ସ୍ପଷ୍ଟ ହୋଇନି। ନୂଆ କମିଟି ପାର୍ଟିକୁ କେତେ ସୁଦୃଢ଼ କରିବ ତାହା ସମୟ କହିବ ବୋଲି ଲୁଲୁ କହିଛନ୍ତି। ସେପଟେ ବିରୋଧୀ ଦଳ ଉପନେତା ଚିରଞ୍ଜିବ ବିଶ୍ୱାଳ ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ଦେଢ଼ ବର୍ଷ ପରେ ପଞ୍ଚାୟତ ନିର୍ବାଚନ ହେବ। ନିର୍ବାଚନ ପାଇଁ ନୂଆ ଟିମ୍ ମିଳିତ ଭାବେ କାମ କରିବ। ଏହା ଏକ ସନ୍ତୁଳିତ ଟିମ୍ ଓ ସଫଳତା ନିଶ୍ଚିତ ବୋଲି ଚିରଞ୍ଜିବ କହିଛନ୍ତି। ସେହିପରି ନୂଆ ଟିମ୍ ଦଳକୁ ମଜବୁତ୍ କରିବାରେ ସହାୟକ ହେବ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। କମିଟିରେ ସବୁ ଅଞ୍ଚଳ ଓ ସବୁ ବର୍ଗକୁ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story