ଅଶୋକ ସାହୁ ମୋ ଭାଇ, ତାଙ୍କ ହାତରେ ମୁଁ ରାକ୍ଷୀ ବାନ୍ଧିଥିଲି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଞ୍ଜିନିୟର ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିବା ସିଲ୍‌ସିଲା ବେହେରାଙ୍କୁ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ପାଉନି। ହେଲେ ସେ ରାଜଧାନୀ ଭୁବନେଶ୍ୱରରେ ଘୂରି ବୁଲୁଛନ୍ତି। ଆଉ ଖୋଲମ୍‌ଖୋଲା ସାମ୍ୱାଦିକଙ୍କୁ ସାକ୍ଷାତକାର ଦେଉଛନ୍ତି। ନିଜ ସ୍ୱାମୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କରୁଛନ୍ତି। ସେ କହିଛନ୍ତି, ଅଶୋକ ସାହୁଙ୍କ ସହିତ ମୋର ଭାଇ-ଭଉଣୀର ସମ୍ପର୍କ। ତାଙ୍କ ହାତରେ ମୁଁ ରାକ୍ଷୀ ପିନ୍ଧିଛି। ଆଜି ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସିଲ୍‌ସିଲା କହିଛନ୍ତି, ଅଶୋକ ସାହୁ କାହାରିକୁ ଆକ୍ରମଣ […]

Silu

Silu

Manoranjan Sial
  • Published: Saturday, 23 April 2022
  • Updated: 23 April 2022, 10:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଞ୍ଜିନିୟର ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିବା ସିଲ୍‌ସିଲା ବେହେରାଙ୍କୁ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ପାଉନି। ହେଲେ ସେ ରାଜଧାନୀ ଭୁବନେଶ୍ୱରରେ ଘୂରି ବୁଲୁଛନ୍ତି। ଆଉ ଖୋଲମ୍‌ଖୋଲା ସାମ୍ୱାଦିକଙ୍କୁ ସାକ୍ଷାତକାର ଦେଉଛନ୍ତି। ନିଜ ସ୍ୱାମୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କରୁଛନ୍ତି। ସେ କହିଛନ୍ତି, ଅଶୋକ ସାହୁଙ୍କ ସହିତ ମୋର ଭାଇ-ଭଉଣୀର ସମ୍ପର୍କ। ତାଙ୍କ ହାତରେ ମୁଁ ରାକ୍ଷୀ ପିନ୍ଧିଛି।

ଆଜି ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସିଲ୍‌ସିଲା କହିଛନ୍ତି, ଅଶୋକ ସାହୁ କାହାରିକୁ ଆକ୍ରମଣ କରିନାହାନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା। ଅଶୋକ ସାହୁ ଓ ମେତେ ନେଇ ମନଗଢ଼ା କାହାଣୀ ତିଆରି କରାଯାଉଛି। ମୋତେ ଓ ମୋ ପୁଅକୁ ନନେବା ପାଇଁ ଏପରି କାହାଣୀ କୁହାଯାଉଛି। କାରଣ ତାଙ୍କର ପରକୀୟା ପ୍ରୀତି ରହିଛି। ଅଶୋକ ସାହୁଙ୍କ ସହିତ ମୋର ଭାଇ ଓ ଭଉଣୀର ସମ୍ପର୍କ। ତାଙ୍କ ହାତରେ ମୁଁ ରାକ୍ଷୀ ପିନ୍ଧିଛି। ତାହାର ପ୍ରମାଣ ମୋ ପାଖରେ ଅଛି ବୋଲି ସିଲ୍‌ସିଲା କହିଛନ୍ତି।

ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରୀ ଦେବାକୁ ନେଇ ସିଲ୍‌ସିଲା ବେହେରା କହିଛନ୍ତି, ମୋ ବିରୋଧରେ ଯାହା ଅଭିଯୋଗ ଆସିଛି, ତାହା ସମ୍ପୂର୍ଣ୍ଣ ମିଛ। କୌଣସି ହିନ୍ଦୁ ନାରୀ ଏପରି କରିନପାରେ। ଯଦି ମାରିବାର ଥିଲା, ତାହାହେଲେ ୧୮ ବର୍ଷର ଦାମ୍ପତ୍ୟ ଜୀବନ ଭିତରେ କଣ ମାରି ପାରିନଥାଆନ୍ତି? ତାହାହେଲେ ସୁପାରୀ ଦେବାର ଆବଶ୍ୟକତା କଣ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସିଲ୍‌ସିଲା ଆହୁରି କହିଛନ୍ତି, ସବୁ ମନଗଢ଼ା କାହାଣୀ କହୁଛନ୍ତି। ୨୦୨୦ଠାରୁ ଆମେ ଅଲଗା ରହୁଛୁ। ଯେତେବେଳେ ସମାଜ ଓ ବନ୍ଧବାନ୍ଧବ କହିଲେ ସ୍ତ୍ରୀ ଓ ଛୁଆକୁ ପାଖକୁ ଆଣ, ସେତେବେଳେ ତାଙ୍କ ମାଇଣ୍ଡକୁ ଏମିତି ଆଇଡିଆ ଆସିଛି। ଏହାର ସ୍ଥାୟୀ ସମାଧାନ କରିବାକୁ ଯାଇ ଏମିତି ମନଗଢ଼ା କାହାଣୀ କହୁଛନ୍ତି। ସେ ଏମିତି କାହିଁକି କଲେ, ଏକଥା ମୁଁ ବୁଝି ପାରୁ ନାହିଁ ବୋଲି ସିଲ୍‌ସିଲା କହିଛନ୍ତି।

https://youtu.be/rVyvygrRabI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story