ଅଜଣା ଜନ୍ତୁକୁ ଧରିବା ପାଇଁ ଶିମିଳିପାଳରୁ ନିଆଳିକୁ ଆସିଲା ସ୍ୱତନ୍ତ୍ର ଟିମ୍‌

କଟକ: ନିଆଳି ଅଞ୍ଚଳରେ ଜାରି ରହିଛି ମେଣ୍ଢା ମୃତ୍ୟୁ। ଓଳାଶ ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ଗତରାତିରେ ପୁଣି ଦୁଇଟି ମେଣ୍ଢାର ମୃତ୍ୟୁ ହୋଇଛି। ତେବେ କେଉଁ ଜଙ୍ଗଲି ଜନ୍ତୁ ମେଣ୍ଢାକୁ ମାରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଶିମିଳିପାଳରୁ ଏକ ସ୍ୱତନ୍ତ୍ର ଟିମ୍ ନିଆଳିରେ ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ଅନ୍ୟପକ୍ଷରେ ମେଣ୍ଢା ମାରୁଥିବା ଜୀବକୁ ଧରିବାକୁ ଯାଇଥିବା ନନ୍ଦନକାନନର ଏକ ସ୍ୱତନ୍ତ୍ର ଟିମ୍ ନାକେଦମ ହୋଇଛି। […]

sheep1-1

sheep1-1

Rakesh Mallick
  • Published: Monday, 03 July 2017
  • Updated: 03 July 2017, 10:57 PM IST

Sports

Latest News

କଟକ: ନିଆଳି ଅଞ୍ଚଳରେ ଜାରି ରହିଛି ମେଣ୍ଢା ମୃତ୍ୟୁ। ଓଳାଶ ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ଗତରାତିରେ ପୁଣି ଦୁଇଟି ମେଣ୍ଢାର ମୃତ୍ୟୁ ହୋଇଛି। ତେବେ କେଉଁ ଜଙ୍ଗଲି ଜନ୍ତୁ ମେଣ୍ଢାକୁ ମାରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଶିମିଳିପାଳରୁ ଏକ ସ୍ୱତନ୍ତ୍ର ଟିମ୍ ନିଆଳିରେ ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।

ଅନ୍ୟପକ୍ଷରେ ମେଣ୍ଢା ମାରୁଥିବା ଜୀବକୁ ଧରିବାକୁ ଯାଇଥିବା ନନ୍ଦନକାନନର ଏକ ସ୍ୱତନ୍ତ୍ର ଟିମ୍ ନାକେଦମ ହୋଇଛି। ଖୁଲିସି ଗାଁରେ ଯନ୍ତା ବସାଯାଇଥିଲେ ମଧ୍ୟ ସେଥିରେ କୌଣସି ଜନ୍ତୁ ପଡିନାହାନ୍ତି। ମେଣ୍ଢା ମୃତ୍ୟୁ କ୍ଷତିପୂରଣ ଦେବାର ନିୟମ ନଥିବାବେଳେ, ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛୁ ବୋଲି ଜଂଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି। ଅଜଣା ଜୀବକୁ ଦେଖିଲେ ବନ ବିଭାଗକୁ ଜଣାଇବା ଲାଗି ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story