ସିଣ୍ଢୋଲ ଜଳ ବିଦ୍ୟୁତ୍ ପ୍ରକଳ୍ପ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଡୁଆରେ ସାଂସଦ ନଗେନ୍ଦ୍ର ପ୍ରଧାନ, କଂଗ୍ରେସ କହିଲା ସମ୍ବଲପୁରରେ ପୂରାଇ ଦେବୁନି

ସମ୍ବଲପୁର: ସିଣ୍ଢୋଲ ଜଳ ବିଦ୍ୟୁତ ପ୍ରକଳ୍ପ ପ୍ରସଙ୍ଗରେ ସମ୍ୱଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ ସୃଷ୍ଟି ହୋଇଛି ବିବାଦ। ତୀବ୍ର ବିରୋଧ କରିଛି ଜିଲ୍ଲା କଂଗ୍ରେସ କମିଟି। କମିଟି କହିଛି, ସାଂସଦ ନିଜ ଚିଠିକୁ ପ୍ରତ୍ୟାହାର ନ କଲେ  ତାଙ୍କୁ ସମ୍ୱଲପୁରରେ ପୂରାଇ ଦିଆଯିବ ନାହିଁ।  ତାଙ୍କ ଚିଠି ସମ୍ୱଲପୁରର ସ୍ୱାର୍ଥ ବିରୋଧୀ। ସେ ଶିଳ୍ପପତିଙ୍କ ହାତ ବାରିସି ସାଜି ଏହି ପ୍ରକଳ୍ପ ପାଇଁ ଚିଠି ଲେଖିଛନ୍ତି। ଏବେ ରାଜ୍ୟରେ ଚାଷୀ ଆନ୍ଦଳନ ମୁଣ୍ଡ […]

nagendra

nagendra

Rakesh Mallick
  • Published: Saturday, 31 October 2015
  • Updated: 31 October 2015, 04:38 PM IST

Sports

Latest News

ସମ୍ବଲପୁର: ସିଣ୍ଢୋଲ ଜଳ ବିଦ୍ୟୁତ ପ୍ରକଳ୍ପ ପ୍ରସଙ୍ଗରେ ସମ୍ୱଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ ସୃଷ୍ଟି ହୋଇଛି ବିବାଦ। ତୀବ୍ର ବିରୋଧ କରିଛି ଜିଲ୍ଲା କଂଗ୍ରେସ କମିଟି। କମିଟି କହିଛି, ସାଂସଦ ନିଜ ଚିଠିକୁ ପ୍ରତ୍ୟାହାର ନ କଲେ  ତାଙ୍କୁ ସମ୍ୱଲପୁରରେ ପୂରାଇ ଦିଆଯିବ ନାହିଁ।  ତାଙ୍କ ଚିଠି ସମ୍ୱଲପୁରର ସ୍ୱାର୍ଥ ବିରୋଧୀ। ସେ ଶିଳ୍ପପତିଙ୍କ ହାତ ବାରିସି ସାଜି ଏହି ପ୍ରକଳ୍ପ ପାଇଁ ଚିଠି ଲେଖିଛନ୍ତି। ଏବେ ରାଜ୍ୟରେ ଚାଷୀ ଆନ୍ଦଳନ ମୁଣ୍ଡ ଟେକୁଥିବା ବେଳେ ସେଥିରୁ ଦୃଷ୍ଟି ହଟାଇବା ପାଇଁ  ସେ ଏପରି କରୁଛନ୍ତି। ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ରେ  ଏକ ସାମ୍ୱାଦିକ ସମ୍ମିଳନୀ ରେ ଏହି ଅଭିଯୋଗ କଂଗ୍ରେସ କରିଥିବା ବେଳେ  ସଂଧ୍ୟାରେ  କଂଗ୍ରେସ ନେତା ଆସଫ ଅଲ୍ଲି ଖାନ, ସମ୍ୱଲପୁର ସାର୍କିଟ ହାଉସକୁ ଯାଇ ସାଂସଦଙ୍କୁ ବିରୋଧ କରିଥିଲେ। ଏପରିକି ସମ୍ୱଲପୁର କୁ ପୁରାଇ ଦିଆଯିବ ନାହିଁ ବୋଲି  ସିଧାସଳଖ ଚେତାବନୀ ଦେଇଥିଲେ। ଏଭଳି ଅବସ୍ଥାରେ ରେ ନଗେନ୍ଦ୍ରଙ୍କୁ  କିଛି ସମୟ ପାଇଁ ଅପ୍ରିତିକର ପରିସ୍ଥିତିର  ସାମ୍ନା କରିବାକୁ ପଡିଥିଲା।

ଅନ୍ୟପକ୍ଷରେ ସମ୍ବଲପୁରର ଧମାଠାରେ ଆଜି ବିଜେପି ପକ୍ଷରୁ ନଗେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ସମ୍ୱଲପୁର ଜିଲ୍ଲାର ଦେ ଗାଁ  ସିଣ୍ଢୋଳ ନିକଟରେ ମହାନଦୀ ଉପରେ   ୧୦୦ ମେଗାୱାଟ ର ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ  ନଗେନ୍ଦ୍ର ଗତ ୨୮ ତାରିଖ ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାକୁ ସେ ତାଙ୍କ ଫେସ ବୁକରେ ପୋଷ୍ଟ କରିବା ପରେ  ବିବାଦର ସୂତ୍ରପାତ ହୋଇଛି।

ସୂଚନାଯୋଗ୍ୟ, ୨୦୧୧ ମସିହାରେ ଏହି ପ୍ରକଳ୍ପ ବିରୋଧରେ ଏହି ଅଂଚଳରେ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଦଳ ମତ ନିର୍ବିଶେଷରେ ସମସ୍ତେ ପ୍ରକଳ୍ପକୁ ବିରୋଧ କରିଥିଲେ। ପ୍ରକଳ୍ପ ହେଲେ  ସମ୍ୱଲପୁର ଓ ସୋନପୁର ଜିଲ୍ଲାର ଅନେକ ଅଂଚଳ   ଜଳମଗ୍ନ ହେବ ବୋଲି ଲୋକେ ଏହାକୁ ବିରୋଧ କରିଥିଲେ। ଶେଷରେ ପରିସ୍ଥିତି ଏମିତି ହୋଇଥିଲା ଯେ ସରକାର ଲୋକଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁ ଥିଲେ। ପ୍ରକଳ୍ପ ହେବନାହିଁ ବୋଲି ଘୋଷଣା କରିଥିଲେ। ନଗେନ୍ଦ୍ର ଙ୍କ ଚିଠି ପୁଣି ଏହି ପ୍ରସଙ୍ଗକୁ କବର ଭିତରୁ ବାହାରକୁ ଆଣି ବିବାଦ ସୃଷ୍ଟି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story