ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସରେ ୩ଟି ପ୍ରକଳ୍ପକୁ ମଞ୍ଜୁରୀ, ଖର୍ଚ୍ଚ ହେବ ୪୨୦ କୋଟି ଟଙ୍କା

ଭୁବନେଶ୍ୱର: ରାଜ୍ୟର ୩ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିର ଅନୁମୋଦନ ମିଳିଛି। ଏହି ୩ଟି  ପ୍ରକଳ୍ପରେ ମୋଟ ୪୨୦ କୋଟି ଟଙ୍କା ନିବେଶ ହେବ ବୋଲି ଜଣାପଡିଛି। ପାୱାର ଗ୍ରୀଡ କନଷ୍ଟ୍ରକସନର ଆଲୁମିନିୟମ ପାର୍କ, ସୋମ୍‌ ଡିଷ୍ଟଲାରୀ ଆଣ୍ଡ ବ୍ରିୱେରିଜ୍‌କୁ ବିୟର ପ୍ଲାଣ୍ଟ ଓ ବିପିସିଏଲ୍‌କୁ ଏଲପିଜି ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଏହି କ୍ଲିୟରାନ୍ସ ମିଳିଛି। ଗ୍ରୀଡ କନଷ୍ଟ୍ରକସନ ୧୨୭ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ଅନୁଗୋଳରେ ପ୍ରସ୍ତାବିତ ଆଲୁମିନିୟମ ପାର୍କରେ […]

single-window

single-window

Rakesh Mallick
  • Published: Tuesday, 23 February 2016
  • Updated: 23 February 2016, 04:28 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ୩ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିର ଅନୁମୋଦନ ମିଳିଛି। ଏହି ୩ଟି  ପ୍ରକଳ୍ପରେ ମୋଟ ୪୨୦ କୋଟି ଟଙ୍କା ନିବେଶ ହେବ ବୋଲି ଜଣାପଡିଛି। ପାୱାର ଗ୍ରୀଡ କନଷ୍ଟ୍ରକସନର ଆଲୁମିନିୟମ ପାର୍କ, ସୋମ୍‌ ଡିଷ୍ଟଲାରୀ ଆଣ୍ଡ ବ୍ରିୱେରିଜ୍‌କୁ ବିୟର ପ୍ଲାଣ୍ଟ ଓ ବିପିସିଏଲ୍‌କୁ ଏଲପିଜି ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଏହି କ୍ଲିୟରାନ୍ସ ମିଳିଛି।

ଗ୍ରୀଡ କନଷ୍ଟ୍ରକସନ ୧୨୭ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ଅନୁଗୋଳରେ ପ୍ରସ୍ତାବିତ ଆଲୁମିନିୟମ ପାର୍କରେ ଏକ ଆଲୁମିନିୟମ କଣ୍ଡକ୍ଟର ପ୍ଲାଣ୍ଟ ନିର୍ମାଣ କରିବ। ଏହି ପ୍ରକଳ୍ପର କ୍ଷମତା ବାର୍ଷିକ ୬୩ ହଜାର ମିଲିୟନ ଟନ୍‌ ରହିବ। ସେହିପରି ଖୋର୍ଦ୍ଧାଠାରେ ଏକ ବିୟର ପ୍ଲାଣ୍ଟ ପ୍ରତିଷ୍ଠା କରଯିବ। ସୋମ୍‌ ଡିଷ୍ଟଲାରୀ ଆଣ୍ଡ ବ୍ରିୱେରଜ୍‌ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ଲାଣ୍ଟ ପାଇଁ ୧୯୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରୁ ବାର୍ଷିକ ୧ଲକ୍ଷ କିଲୋ ଲିଟର ବିୟର ଉତ୍ପାଦନ ହେବ। ବଲାଙ୍ଗିରଠାରେ ବିପିସିଏଲ୍‌ ଏଲପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରିବ। ଏଥିପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ୩ଟି ପ୍ରକଳ୍ପ ପ୍ରତିଷ୍ଠାରେ ରାଜ୍ୟ ସରକାର ଆବଶ୍ୟକ ସହାୟତା ଯୋଗ ଦେବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story