ସିସୋର ମାମଲା: ପ୍ରଶାନ୍ତ, ପ୍ରଭାତ ଓ ଶୁଭଙ୍କରଙ୍କୁ ଜେରା କରୁଛି ସିବିଆଇ

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ପ୍ରଶାନ୍ତ ଦାସ ତାଙ୍କ ଭାଇ ପ୍ରଭାତ ଦାସ ଓ ମଧ୍ୟସ୍ଥି ଶୁଭଙ୍କର ନାୟକଙ୍କୁ ଆଜି ଝାରପଡ଼ା ଜେଲରେ ପୁଣି ସିବିଆଇ ପଚରାଉଚରା କରୁଛି। ସିବିଆଇ ଏସ୍‌ପି ଓ ଜଣେ ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତମାନଙ୍କୁ ଜେରା କରୁଛନ୍ତି। ସିସୋର୍‌ର ଫାଇନାଲ୍ ଚାର୍ଜସିଟ୍‌ ଆସିବାର ଥିବାରୁ ସେମାନଙ୍କୁ ଘନ ଘନ ଜେରା କରାଯାଇଛି ବୋଲି ଜଣାପଡ଼ିଛି। ଏହାସହିତ ସିବିଆଇ ହାତରେ କିଛି ପ୍ରମାଣ ଲାଗିଥିବା ମଧ୍ୟ କୁହାଯାଉଛି। ଗତ ୨ ତାରିଖରେ ଏହି […]

prabhat-prasnta-subhankar

prabhat-prasnta-subhankar

Rakesh Mallick
  • Published: Tuesday, 05 July 2016
  • Updated: 05 July 2016, 03:55 PM IST

Sports

Latest News

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ପ୍ରଶାନ୍ତ ଦାସ ତାଙ୍କ ଭାଇ ପ୍ରଭାତ ଦାସ ଓ ମଧ୍ୟସ୍ଥି ଶୁଭଙ୍କର ନାୟକଙ୍କୁ ଆଜି ଝାରପଡ଼ା ଜେଲରେ ପୁଣି ସିବିଆଇ ପଚରାଉଚରା କରୁଛି। ସିବିଆଇ ଏସ୍‌ପି ଓ ଜଣେ ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତମାନଙ୍କୁ ଜେରା କରୁଛନ୍ତି। ସିସୋର୍‌ର ଫାଇନାଲ୍ ଚାର୍ଜସିଟ୍‌ ଆସିବାର ଥିବାରୁ ସେମାନଙ୍କୁ ଘନ ଘନ ଜେରା କରାଯାଇଛି ବୋଲି ଜଣାପଡ଼ିଛି। ଏହାସହିତ ସିବିଆଇ ହାତରେ କିଛି ପ୍ରମାଣ ଲାଗିଥିବା ମଧ୍ୟ କୁହାଯାଉଛି।

ଗତ ୨ ତାରିଖରେ ଏହି ତିନି ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍‌ ଯାଇ ସିବିଆଇର ଏକ ଟିମ୍ ଦୀର୍ଘ ସମୟ ଧରି ଜେରା କରିଥିଲା। ପ୍ରଥମ ପର୍ଯ୍ୟାୟରେ ସିବିଆଇ ସମସ୍ତଙ୍କୁ ଅଲଗା ଅଲଗା ଜେରା କରିଥିଲା। ସେମାନଙ୍କଠାରୁ କିଛି ନୂଆ ତଥ୍ୟ ମିଳିଲେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ସିବିଆଇ ଅଧିକାରୀମାନେ କହିଥିଲେ। ପଚରାଉଚରା ପାଇଁ ସିବିଆଇ ପକ୍ଷରୁ କୋର୍ଟରୁ ୩ ଦିନ ଅନୁମତି ଅଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story