ଶାଶୁ ଘର ଆଗରେ ଦୁଇ ବୋହୂଙ୍କ ଧାରଣା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବହୁଚର୍ଚ୍ଚିତ ତପସ୍ୱିନୀ ଓ ସୁମିତଙ୍କ ପାରିବାରିବ ଡ୍ରାମା ପରେ ଏବେ ପୁଣିଥରେ ବ୍ରହ୍ମପୁରରୁ ଆସିଛି ସମାନ ଛବି। ନ୍ୟାୟ ଦାବିରେ ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି ଦୁଇ ବୋହୂ। ସେମାନଙ୍କ ସହ ମଧ୍ୟ ଧାରଣାରେ ବସିଛନ୍ତି ଦୁଇ ଶିଶୁ। ଧାରଣା ଦେଇଥିବା ଦୁଇ ବୋହୂ ସମ୍ପର୍କରେ ଦୁଇ ଭଉଣୀ। ଏବେ ସେମାନେ ଦୁଇ ଯା’। ଦୁଇ ଜଣ ନିଜ ଶାଶୁ ଘର ଲୋକଙ୍କ ବିରୋଧରେ ଆଣିଛନ୍ତି ନିର୍ଯାତନାର ଅଭିଯୋଗ। ବ୍ରହ୍ମପୁର ମାର୍ଥାସାହିରେ ଏହି […]

berhampur

berhampur

Hemant Lenka
  • Published: Monday, 09 May 2022
  • Updated: 09 May 2022, 03:59 PM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବହୁଚର୍ଚ୍ଚିତ ତପସ୍ୱିନୀ ଓ ସୁମିତଙ୍କ ପାରିବାରିବ ଡ୍ରାମା ପରେ ଏବେ ପୁଣିଥରେ ବ୍ରହ୍ମପୁରରୁ ଆସିଛି ସମାନ ଛବି। ନ୍ୟାୟ ଦାବିରେ ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି ଦୁଇ ବୋହୂ। ସେମାନଙ୍କ ସହ ମଧ୍ୟ ଧାରଣାରେ ବସିଛନ୍ତି ଦୁଇ ଶିଶୁ। ଧାରଣା ଦେଇଥିବା ଦୁଇ ବୋହୂ ସମ୍ପର୍କରେ ଦୁଇ ଭଉଣୀ। ଏବେ ସେମାନେ ଦୁଇ ଯା’। ଦୁଇ ଜଣ ନିଜ ଶାଶୁ ଘର ଲୋକଙ୍କ ବିରୋଧରେ ଆଣିଛନ୍ତି ନିର୍ଯାତନାର ଅଭିଯୋଗ।

ବ୍ରହ୍ମପୁର ମାର୍ଥାସାହିରେ ଏହି ପାରିବାରିକ ଡ୍ରାମା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ବ୍ରହ୍ମପୁର ବ୍ରହ୍ମାନଗରରେ ଏପରି ଘଟଣା ଘଟିଥିଲା। ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଧାରଣା ଦେଇଥିଲେ ତପସ୍ୱିନୀ। ଏବେ ସମାନ ଢଙ୍ଗରେ ନ୍ୟାୟ ମାଗୁଛନ୍ତି ମାର୍ଥାସାହିରେ ଧାରଣା ଦେଇଥିବା ରଶ୍ମୀ ବେହେରା ଓ ତାଙ୍କ ଉଭଣୀ ତଥା ଯା ସସ୍ମିତା ବେହେରା।

ଆଜି ସକାଳୁ ଶାଶୁ ଘର ସାମ୍ନାରେ ଧାରଣାରେ ବସିଛନ୍ତି ରଶ୍ମୀ ଓ ସସ୍ମିତା। ସେମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ବିଭିନ୍ନ ସମୟରେ ତାଙ୍କ ଶାଶୁ ନିର୍ଯାତନା ଦେଇ ଆସୁଛନ୍ତି। ଏପରି କି ଗତ ରାତିରେ ସେମାନଙ୍କୁ ଶାଶୁଙ୍କ କଥାରେ ଦୁଇ ସ୍ୱାମୀ ମାଡ଼ ମଧ୍ୟ ମାରିଥିଲେ। ରାତି ତମାମ ବାଡ଼େଇବା ପରେ ଆଜି ସକାଳୁ ଶାଶୁ ଦୁଇ ବୋହୂଙ୍କୁ ଘରୁ ବାହାର କରିଦେଇଛନ୍ତି। ଶାଶୁ ଜଣଙ୍କ ନିଜ ଝିଅ କଥାରେ ପଡ଼ି ସେମାନଙ୍କୁ ନିର୍ଯାତନା ଦେଉଛନ୍ତି। ଗତକାଲି ସସ୍ମିତାଙ୍କ ପୁଅ ମାଛ ଖାଇଦେବାରୁ ଏହାର ରାଗ ଶାଶୁ ଦୁଇ ବୋହୂଙ୍କ ଉପରେ ସୁଝାଇଛନ୍ତି। ରଶ୍ମୀ ଝିଅ ଜନ୍ମ କରିଥିବାରୁ ତାଙ୍କୁ ଶାଶୁ ଘର ଲୋକ ନିର୍ଯାତନା ଦେଉଛନ୍ତି। ସସ୍ମିତା ପୁଅ ଜନ୍ମ କରିଥିଲେ ମଧ୍ୟ ତାଙ୍କୁ ଯୌତୁକ ପାଇଁ ମାଡ଼ ମରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।

ସସ୍ମିତା ବେହେରା କହିଛନ୍ତି, “ଝିଅ ପାଇଁ ହିଁ ଆମ ଦୁଇ ଭଉଣୀଙ୍କୁ ନିର୍ଯାତନା ଦିଆଯାଉଛି। ଏଥିସହ ଶାଶୁ ଘର ଲୋକ ମୋତେ ଲକ୍ଷେ ଟଙ୍କା ଯୌତୁକ ମାଗୁଛନ୍ତି। କାଲି ରାତିରେ ସାମାନ୍ୟ ମାଛ ପାଇଁ ମାଡ଼ ହୋଇଛି। ତାଙ୍କ ଝିଅର ପୁଅ ଆସିଥିଲା। ହେଲେ ମୋ ପୁଅ ପାଇଁ ମୁଁ ଖଣ୍ଡେ ମାଛ ରଖିଦେଲି। ଏହି କଥାକୁ ନେଇ କାଲି ସନ୍ଧ୍ୟା ବେଳକୁ ଆମ ସହ ମାଡ଼ଗୋଳ କରୁଛନ୍ତି। ରାତି ସାରା ଆମକୁ ମାଡ଼ ମାରିଛନ୍ତି। ଏବେ ଶାଶୁ ଆମକୁ ଘରୁ ବାହାର କରି ଦେଇଛନ୍ତି। ସେ ନିଜ ଝିଅକୁ ରଖିବାକୁ ଚାହୁଁଛନ୍ତି। ଆମେ କିନ୍ତୁ ମା’ ଘରକୁ ଯିବାକୁ ଚାହୁଁନୁ।”

ଘଟଣା ସମ୍ପର୍କରେ ବଡ଼ ବୋହୂ ରଶ୍ମି କହିଛନ୍ତି, “ମୁଁ ୫ ବର୍ଷ ତଳେ ବାହା ହୋଇଥିଲି। ସେମାନେ ମାଡ଼ ମାରି ସବୁ ସୁନା ରୁପା ନେଇଗଲେ। ଏବେ ୫ ଦିନ ତଳେ ମୋ ବେକରେ ରଶି ଲଗାଇ ମାଡ଼ ମାରିଥିଲେ। ମୋର ଝିଅ ହୋଇଛି ବୋଲି ସେମାନେ ସବୁ ବେଳେ ମାଡ଼ ମାରୁଛନ୍ତି। କାଲି ମୋ ପୁତୁରା(ସସ୍ମିତାଙ୍କ ପୁଅ) ଖଣ୍ଡେ ମାଛ ଖାଇବାରୁ ସେମାନେ ଆମ ଦୁଇ ଭଉଣୀଙ୍କୁ ମାଡ଼ ମାରିଛନ୍ତି। ଶାଶୁ ତାଙ୍କ ଝିଅକୁ ଏଠି ଆଣି ରଖିବାକୁ ଚାହୁଁଛନ୍ତି। ତେଣୁ ସେ ଆମକୁ ଘରୁ ବାହାର କରି ଦେଇଛନ୍ତି। ବାପା ଘରେ ରୁହ। ମଝିରେ ମଝିରେ ଏଠିକୁ ତୁମେ ବୁଲିବାକୁ ଆସିବ ବୋଲି କହୁଛନ୍ତି।”

ଅନ୍ୟପକ୍ଷରେ ଶାଶୁ ଦୁଇ ବୋହୂଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବାପା ଘରକୁ ଯିବାକୁ ନେଇ ପୁଅ ଦୁଇଙ୍କ ସହ କଥାକଟାକଟି ପରେ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, “ମୋ ପୁଅକୁ ସେମାନେ ଗାଁକୁ ଯିବାକୁ କହୁଥିଲେ। ମୁଁ ଶୋଇଥିଲି। ପୁଅ କହିଲା ଏବେ କାମ ଅଛି ମାସେ ପରେ ଯିବୁ। ପୁଅ ମନା କରିବାରୁ ସେମାନେ ମୋ ପୁଅ ଦୁଇଙ୍କୁ ଗାଳି କଲେ। ମୁଁ ସେମାନଙ୍କୁ ପଚାରିଲି କ’ଣ ହୋଇଛି? ଯଦି ଗାଁକୁ ଯିବାର ଅଛି ତୁମେମାନେ ମୋତେ ପଚାରିଥାଆନ୍ତା

ବାସ୍‌ ଏଇ କଥାକୁ ନେଇ ସେମାନେ ମୋତେ କହିଲେ ତୁ କିଏ? ତତେ କାହିଁକି ପଚାରିବୁ? ଆମେ ଆମ ସ୍ୱାମୀଙ୍କୁ ଦେଖିକି ଆଇଛୁ, ତାଙ୍କୁ ହିଁ ଆମେ ସବୁ କିଛି ପଚାରିବୁ। ଆମେ ଏଠି ରହିବୁ ନାହିଁ। କହି ସେମାନେ ଗାଁ ଦାଣ୍ଡରେ ବସିଛନ୍ତି। ଦାଣ୍ଡରେ ବସି କେବଳ ଗାଳି ଗୁଲଜ କରୁଛନ୍ତି।” ରିପୋର୍ଟ ଲେଖା ହେବା ଯାଏ ପୁଲିସ୍‌ ଘଟଣାସ୍ଥଳକୁ ଆସିନାହିଁ। ସେହିପରି ପଡ଼ୋଶୀମାନେ ସମସ୍ତଙ୍କୁ ବୁଝାଇବା ଚେଷ୍ଟା କରିଥିଲେ ହେଁ କୌଣସି ସୁଫଳ ଏଯାଏ ମିଳିନି।
https://youtu.be/s8cuFpVteTY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story