ବିଜେଡି ଇଙ୍ଗିତରେ କାମ କରୁଛନ୍ତି ୬ ଜିଲ୍ଲାପାଳ, ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୬ଟି ଜିଲ୍ଲାର ଜିଲ୍ଲାପାଳ ଅସହଯୋଗ କରିବା ସହ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇପଡ଼ିଛନ୍ତି। ଶାସକ ଦଳର ଇଙ୍ଗିତରେ ଏହି ଜିଲ୍ଲାପାଳମାନେ କାର୍ଯ୍ୟ କରି ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ସଂପର୍କରେ ବିଜେପି ପ୍ରତିନିଧି ଦଳ ବାରମ୍ବାର […]

er

er

Hemant Lenka
  • Published: Monday, 29 April 2019
  • Updated: 29 April 2019, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୬ଟି ଜିଲ୍ଲାର ଜିଲ୍ଲାପାଳ ଅସହଯୋଗ କରିବା ସହ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇପଡ଼ିଛନ୍ତି। ଶାସକ ଦଳର ଇଙ୍ଗିତରେ ଏହି ଜିଲ୍ଲାପାଳମାନେ କାର୍ଯ୍ୟ କରି ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛି।

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ସଂପର୍କରେ ବିଜେପି ପ୍ରତିନିଧି ଦଳ ବାରମ୍ବାର ଅଭିଯୋଗ କରିବା ପରେ ବି ଜିଲ୍ଲାପାଳମାନେ ନିଦାବିଷ୍ଣୁ ସାଜିଛନ୍ତି। ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାପାଳମାନେ ଶାସକ ଦଳର ଇଙ୍ଗିତରେ କାର୍ଯ୍ୟ କରି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଚାଲିଛନ୍ତି।

ଜିଲ୍ଲାପାଳମାନେ ପୋଲିଂ ଅଧିକାରୀମାନଙ୍କୁ ପୋଷ୍ଟାଲ ବ୍ୟାଲଟ୍ ପେପର ଯୋଗାଇ ଦେବାରେ ଫେଲ୍ ମାରିଛନ୍ତି। ଏହି ଜିଲ୍ଲାପାଳମାନେ ଦିବ୍ୟାଙ୍ଗମାନଙ୍କ ପାଇଁ ହ୍ୱିଲ ଚେୟାର, ପିଇବା ପାଣି ଆଦି ମୌଳିକ ସୁବିଧା ବୁଥଗୁଡ଼ିକରେ ଉପଲବ୍ଧ କରିବାରେ ବିଫଳ ହୋଇଛନ୍ତି। ଶାସକ ଦଳ ଗୁଣ୍ଡାମାନଙ୍କ ଦ୍ୱାରା ଅନେକ ବୁଥରେ ରିଗିଂ, କ୍ୟାପଚରିଂ ହେବା ସହ ବିଜେପିର ବୁଥ୍ ଏଜେଣ୍ଟ ଓ କର୍ମୀମାନଙ୍କ ଉପରେ ଆକ୍ରମଣ ହୋଇଛି। ଏନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ଜିଲ୍ଲାପାଳମାନେ ନୀରବଦ୍ରଷ୍ଟା ସାଜିଛନ୍ତି।

ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story